ଏଣିକି ହାତ ପାଆନ୍ତାରେ ‘ଆମ ବ୍ୟାଙ୍କ’…
ଓଏଲ୍ ବ୍ୟୁରୋ: ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବାରେ ଆଣୁଛି ରୂପାନ୍ତରଣ। ଲୋକଙ୍କ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ୨ୟ ପର୍ଯ୍ୟାୟରେ ୨୦୦୦ ସିଏସପି ପ୍ଲସ ଶାଖାର ଉଦଘାଟନ କରିବାକୁ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’…