Odisha Link
Bridging the Missing Links in Odisha
Monthly Archives

February 2024

ଆହୁରି ସଶକ୍ତ ହେବେ ମହିଳା; ମିଶନ ଶକ୍ତି…

ଓଏଲ୍‌ ବ୍ୟୁରୋ: ଆହୁରି ସଶକ୍ତ ହେବେ ମହିଳା। ଏସ୍‌‌ଏଚ୍‌‌ଜିଙ୍କୁ ଏମ୍‌ଏସ୍‌‌ଏମ୍‌‌ଇରେ ପରିଣତ କରି ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ମହିଳାମା‌ନେ ରୋଜଗାରକ୍ଷମ ହେଲେ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ। ସେମାନେ ଆର୍ଥିକ ଓ ସାମାଜିକ ସ୍ତରରେ କିଭଳି…

+୨ ବିଜ୍ଞାନ ପରୀକ୍ଷାରେ ତ୍ରୁଟି: ତଦନ୍ତ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବୋର୍ଡର ଯୁକ୍ତ ଦୁଇ ପରୀକ୍ଷା ଜାରି ରହିଛି। ଏହାରି ମଧ୍ୟରେ ଯୁକ୍ତ ୨ ଫିଜିକ୍ସ ପରୀକ୍ଷା ପ୍ରଶ୍ନପତ୍ରରେ ତ୍ରୁଟି ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ଏହା ପରେ ପରୀକ୍ଷାରେ ତ୍ରୁଟି ଥିବା ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ। ପରୀକ୍ଷାରେ ଆଉଟ ଅଫ୍‌…

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି;…

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଓଡ଼ିଶା ଆସିବେ ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫେବ୍ରୁଆରି ୨୮ରୁ ମାର୍ଚ୍ଚ ୨ ତାରିଖ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ସେ ଭୁବନେଶ୍ୱର ସମେତ ମୟୁରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ବଲପୁର ଗସ୍ତ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ…

ସୁକମା ପୁଲିସକୁ ସଫଳତା; ଆତ୍ମସମର୍ପଣ କଲା…

ଓଏଲ୍‌ ବ୍ୟୁରୋ: ସୁକମା ପୁଲିସକୁ ସଫଳତା ମିଳିଛି। ଆତ୍ମସମର୍ପଣ କଲା ନକ୍ସଲ କମାଣ୍ଡର ନାଗେଶ। ଏସପି କିରଣ ଚାଭନଙ୍କ ନିକଟରେ ଆତ୍ମସମର୍ପଣ କରିଛି ନାଗେଶ। ୨୦୧୦ ମସିହାରେ ତାଡମେଟଲା ଆକ୍ରମଣରେ ୭୬ ଜଣ ଯବାନ ସହିଦ ହୋଇଥିଲେ। ଅନ୍ୟପଟେ, ଗତ କିଛିଦିନ ତଳେ କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବନିମୟ ହୋଇଥିଲା।…

ନୂଆ-ଓ ଛାତ୍ରବୃତ୍ତି: ଆଜି ଖୋର୍ଦ୍ଧାରେ…

ଓଏଲ୍‌ ବ୍ୟୁରୋ: ଛାତ୍ରୀଛାତ୍ରୀଙ୍କୁ ରାଜ୍ୟ ସରକାରଙ୍କ ବଡ଼ ଉପହାର। ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଆଜି ଖୋର୍ଦ୍ଧାରେ ଛାତ୍ରଛାତ୍ରୀଙ୍କୁ ମିଳିବ ଛାତ୍ରବୃତ୍ତି। ପୂର୍ବରୁ ତିନି ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ ସାର୍ଟିଫିକେଟ ପ୍ରଦାନ…

ଲୋୟର ପିଏମ୍‌ଜିରେ ମତ୍ସ୍ୟଜୀବୀଙ୍କ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ। ୬ ଦଫା ଦାବିରେ ହଜାର ହଜାର ମତ୍ସ୍ୟଜୀବୀ ଆନ୍ଦୋଳନ କରୁଛନ୍ତି। ରାତିରେ ଶତାଧିକ ମତ୍ସ୍ୟଜୀବୀ ବସ୍‌ରେ ପାରାଦୀପ ଅଞ୍ଚଳରୁ ଆସି ପହଞ୍ଚିଛନ୍ତି। ବାଲେଶ୍ୱର, ଭଦ୍ରକ, ପାରଦୀପ ସହ ରାଜ୍ୟର ବିଭିନ୍ନ ସ୍ଥାନରୁ ମତ୍ସ୍ୟଜୀବୀ ଆସି…

ଆହୁରି ସଶକ୍ତ ହେବେ ମହିଳା; ଆଜି ମିଶନ…

ଓଏଲ୍‌ ବ୍ୟୁରୋ: ଆହୁରି ସଶକ୍ତ ହେବେ ମହିଳା। ଏସ୍‌‌ଏଚ୍‌‌ଜିଙ୍କୁ ଏମ୍‌ଏସ୍‌‌ଏମ୍‌‌ଇରେ ପରିଣତ କରି ମହିଳାମାନଙ୍କୁ ରୋଜଗାରକ୍ଷମ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ମହିଳାମା‌ନେ ରୋଜଗାରକ୍ଷମ ହେଲେ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେଇପାରିବେ। ସେମାନେ ଆର୍ଥିକ ଓ ସାମାଜିକ ସ୍ତରରେ କିଭଳି…

ଆଜି ରାଜ୍ୟସଭା ନିର୍ବାଚନ; ୧୫ଟି ଆସନ…

ଓଏଲ୍‌ ବ୍ୟୁରୋ: ଆଜି ରାଜ୍ୟସଭା ନିର୍ବାଚନ। ୫୬ଟି ଆସନରୁ ରାଜ୍ୟସଭା ନିର୍ବାଚନରେ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଭା‌ପତି ସୋନିଆ ଗାନ୍ଧୀ, ବିଜେପି ସଭାପତି ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଏଲ୍ ମୁରୁଗାନ୍‌ଙ୍କ ସମେତ ୪୧…

ବାରବାଟୀ ଷ୍ଟାଡିୟମକୁ ମିଳିବ…

ଓଏଲ୍‌ ବ୍ୟୁରୋ: ଖେଳ ଏବଂ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଖେଳପଡିଆକୁ ପ୍ରସ୍ତୁତ କରାଗଲାଣି। ସେହିଭଳି ଆଗାମୀ ତିନି ବର୍ଷ ମଧ୍ୟରେ ଐତିହାସିକ ବାରବାଟୀ ଷ୍ଟାଡିୟମକୁ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ଦେବା ପାଇଁ ରାଜ୍ୟସରକାର…

କାଲି ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟର ୧୫…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଛି। ୫୬ଟି ଆସନରୁ ରାଜ୍ୟସଭା ନିର୍ବାଚନରେ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଭା‌ପତି ସୋନିଆ ଗାନ୍ଧୀ, ବିଜେପି ସଭାପତି ଜେପି ନଡ୍ଡା,…