ଏକକ ନିର୍ବାଚନ: ରାଷ୍ଟ୍ରପତିଙ୍କୁ…
ଓଏଲ୍ ବ୍ୟୁରୋ: ଏକକ ନିର୍ବାଚନ ରିପୋର୍ଟ ପ୍ରଦାନ କଲେ ଉଚ୍ଚସ୍ତରୀୟ କମିଟି। ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ରିପୋର୍ଟ ପ୍ରଦାନ କରିଛି। ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମନାଥ କୋବିନ୍ଦ ରିପୋର୍ଟ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାମନାଥ କୋବିନ୍ଦ ୧୮,…