ବରୁଣେଇ ପୀଠରେ ୫-ଟି ଅଧ୍ୟକ୍ଷ; ବିଭିନ୍ନ…
ଓଏଲ୍ ବ୍ୟୁରୋ: ବରୁଣେଇ ପୀଠରେ ୫-ଟି ଅଧ୍ୟକ୍ଷ। ସକାଳୁ ବରୁଣେଇ ପୀଠର ଉନ୍ନତିକରଣ ନେଇ ୫-ଟି ଅଧ୍ୟକ୍ଷ ସମୀକ୍ଷା କରିଛନ୍ତି। ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଭୋର ସାଢେ ୫ଟାରେ ଖୋର୍ଦ୍ଧାର ମାଆ ବରୁଣେଇ ମନ୍ଦିରରେ ପହଞ୍ଚିଥିଲେ। ମାଆଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ସେ ବେଢା ପରିକ୍ରମା…