ବଢ଼ିଲା ବାଘ ସଂଖ୍ୟା; ସୁନ୍ଦରଗଡ଼ରେ ଠାବ ହେଲା ମହାବଳ

ଓଏଲ୍ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲାରେ ମହାବଳ ବାଘ ଠାବ ହୋଇଛି। ଦୁଇ ଦଶନ୍ଧି ପରେ ଜିଲ୍ଲାରେ ମହାବଳ ବାଘ ଠାବ କରାଯାଇଛି। ବନବିଭାଗ କ୍ୟାମେରାରେ ମହାବଳ ଟ୍ରାପ୍ ହୋଇଥିବା ସୂଚନା ମିଳିଛି। ନୂଆ ଇଲାକା ତିଆରି ପାଇଁ ମଧ୍ୟପ୍ରଦେଶରୁ ଚାଲି ଆସିଥିବା ଏକ୍ସରେ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।