Odisha Link
Bridging the Missing Links in Odisha

ଇସିଙ୍କ କଡ଼ା ନିର୍ଦ୍ଦେଶ: ହଟିବେ ୬ ରାଜ୍ୟର ଗୃହ ସଚିବ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ନିର୍ବାଚନ କମିଶନ ବଡ଼ ନିର୍ଦେଶ ଦେଇଛନ୍ତି। ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି। ଗୁଜରାଟ, ୟୁପି, ବିହାରର ଗୃହ ସଚିବଙ୍କୁ ହଟାଯିବ। ଝାଡ଼ଖଣ୍ଡ, ହିମାଚଳ ଓ ଉତ୍ତରାଖଣ୍ଡ ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି। ପଶ୍ଚିମବଙ୍ଗ ଡିଜିପିଙ୍କୁ ମଧ୍ୟ ହଟାଇବାକୁ ନିର୍ଦେଶ ଦିଆଯାଇଥିବାବେଳେ ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଆକ୍ସନ ନେଇଛନ୍ତି।

Leave A Reply

Your email address will not be published.