ଭାରସାମ୍ୟ ହରାଇ ଓଲଟିଲା ଅଟୋ; ୬ ଗୁରୁତର ଆହତ

ଓଏଲ୍ ବ୍ୟୁରୋ: ଭବାନୀପାଟଣାରେ ଭାରସାମ୍ୟ ହରାଇ ଅଟୋ ଓଲଟି ୬ ମହିଳା ଗୁରୁତର ଆହତ ହୋଇଛନ୍ତି। ଏମ୍. ରାମପୁର ଥାନା ମୋହନଗିରି ନିକଟ ଜାମୁଲି ଘାଟିରେ ଓଲଟିଲା। ବିବାହ ଭୋଜିକୁ ଯିବାବେଳେ ଦୁର୍ଘଟଣା ହୋଇଥିବାବେଳେ ସବୁ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।