ଆଫଗାନିସ୍ତାନରେ ଭୂକମ୍ପ ଝଟକା; ରିକ୍ଟର ସ୍କେଲରେ ତୀବ୍ରତା ୪.୨ ରେକର୍ଡ
ଓଏଲ୍ ବ୍ୟୁରୋ: ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୨ ରେକର୍ଡ କରାଯାଇଛି। ଏହୀ ଭୂକଂପରେ କଣ କ୍ଷୟ କ୍ଷତି ହୋଇଛି ବିଶେଷ ଭବେ ସାମ୍ନାକୁ ଆସିପାରିନାହିଁ ।
ସୂଚନା ଅନୁସାରେ, ପୂର୍ବରୁ ହିଂଗୋଲିରେ ୧୦ ମିନିଟରେ ଲଗାତାର ୨ଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୫ ଓ ୩.୬ ରେକର୍ଡ କରାଯାଇଥିଲା।