Odisha Link
Bridging the Missing Links in Odisha

ମଝି ଚିଲିକାରେ ଫସିଲା ଡ଼ଙ୍ଗା; ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ହନ୍ତସନ୍ତ

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚିଲିକା ମଝିରେ ଫସିଲା ଡଙ୍ଗା। ଚିଲିକା ମଝିରେ ଫସିଥିବା ଡ଼ଙ୍ଗାଟି ସାତପଡ଼ାରୁ ଚିଲିକା ଦେଇ ଜହ୍ନିକୁଦା ଯାଉଥିଲା। ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ପାଇଁ ଡଙ୍ଗାଟି ମଝି ଚିଲିକାରେ ଫସିଛି। ୨୫ରୁ ଊର୍ଦ୍ଧ୍ବ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

Leave A Reply

Your email address will not be published.