ଆସିଲା ବିଜେଡି ୩ୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା; ବ୍ରହ୍ମପୁରରୁ ଲଢ଼ିବେ ଭୃଗୁ ବକ୍ସିପାତ୍ର
![](https://www.odishalink.com/wp-content/uploads/2024/04/Bhrugu-Baxi-Patra-750x430.jpeg)
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସେହିପରି ତୃତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଆଜି ୨୭ ଟି ବିଧାନସଭା ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ସବୁଠୁ ବଡ଼କଥା ହେଲା ସକାଳେ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବ୍ରହ୍ମୁପର ଲୋକସଭା ଆସନ ଟିକେଟ୍ ଦେଇଛି ଦଳ।
୩ୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ:
ବଲାଙ୍ଗିର: ସୁରେନ୍ଦ୍ର ସିଂହ ଭୋଇ
ଭଦ୍ରକ: ମଞ୍ଜୁଲତା ମଣ୍ଡଳ
ବରଗଡ଼: ପରିଣୀତା ମିଶ୍ର
ବ୍ରହ୍ମପୁର: ଭୃଗୁ ବକ୍ସିପାତ୍ର
କେନ୍ଦୁଝର: ଧନୁର୍ଜୟ ସିଦ୍ଧୁ
ବିଧାନସଭା:୨ୟ ପର୍ଯ୍ୟାୟରେ କାହାକୁ ମିଳିଲା ଟିକେଟ୍ ଜାଣନ୍ତୁ
ବ୍ରଜରାଜନଗର: ଅଳକା ମହାନ୍ତି
ଝାରସୁଗୁଡ଼ା: ଦୀପାଳି ଦାସ
ତଳସରା: ବିଜୟ ଟପ୍ପୋ
ସୁନ୍ଦରଗଡ଼: ଯୋଗେଶ ସିଂହ
ରାଜଗାଙ୍ଗପୁର: ଅନୀଲ ବାର୍ଲା
ବଡ଼ସାହି: ଅନସୂୟା ପାତ୍ର
ଯଶୀପୁର: ଚକ୍ରଧର ହେମ୍ବମ୍ର
ଉଦଳା: ଶ୍ରୀନାଥ ସୋରେନ୍
ମୋରାଡା: ପ୍ରୀତିନନ୍ଦା କାନୁନଗୋ
ସୋର: ମାଧମ ଧଡା
ଆଠମଲ୍ଲିକ: ନଳିନୀ ପ୍ରଧାନ
ବୀରମହରାଜପୁର: ପଦ୍ମନାଭ ବେହେରା
ଖଡ଼ିଆଳ: ଅଧିରାଜ ପାଣିଗ୍ରାହୀ
ଫୁଲବାଣୀ: ଜୟଶ୍ରୀ କହଁର
ମାହାଙ୍ଗା: ଅଙ୍କିତ ଜେନା
ତିର୍ତ୍ତୋଲ: ରମାକାନ୍ତ ଭୋଇ
ଜଗତସିଂହପୁର: ପ୍ରଶାନ୍ତ ମୁଦୁଲି
ଭୁବନେଶ୍ବର ଉତ୍ତର: ସୁଶାନ୍ତ ରାଉତ
ଏକାମ୍ର ଭୁବନେଶ୍ବର: ଅଶୋକ ପଣ୍ଡା
ଖଲ୍ଲିକୋଟ: ସୂର୍ଯ୍ୟମଣି ବୈଦ୍ୟ
ବ୍ରହ୍ମପୁର: ରମେଶ ଚାଉ ପଟ୍ଟନାୟକ
ଆସ୍କା: ମଞ୍ଜୁଳା ସ୍ବାଇଁ
ପାରଳାଖେମୁଣ୍ଡି: ରୁପେଶ ପାଣିଗ୍ରାହୀ
ବାରିପଦା- ସାନନ୍ଦ ମାରାଣ୍ଡି
ମୋହନା-ଅନ୍ତର୍ଯ୍ୟାମୀ ଗମାଙ୍ଗୋ
ପଟାଙ୍ଗୀ- ପ୍ରଫୁଲ୍ଲ ପାଙ୍ଗୀ
ବଣାଇ- ଭୀମସେନ ଚୌଧୁରୀ