ଛେନାପୋଡ଼-ମହିଳା ବିଶ୍ୱକପ୍ ଏବଂ ବାରବାଟୀ
ଲେଖକ: ରୁଦ୍ର ପ୍ରସନ୍ନ ରଥ
ଆଜି ସାରା ବିଶ୍ଵ ରେ ଛେନାପୋଡ଼ ଦିବସ ପାଳନ କରାଯାଉଛି। ନୟାଗଡ ଦରବ ଓଡ଼ିଶାର ଗରବ ବୋଲି ପ୍ରଚାର କରା ବି ଯାଉଛି। ଏହି କ୍ରମରେ ନୟାଗଡର ଏହି ବିଶ୍ଵ ପ୍ରସିଦ୍ଧ ମିଠା କିପରି ଦିନେ ପାକିସ୍ତାନ ମହିଳା କ୍ରିକେଟ ଦଳର ଖେଳାଳିଙ୍କୁ ଖୁବ୍ ପସନ୍ଦ ଆସିଥିଲା ସେ ବିଷୟରେ ଆସନ୍ତୁ…