ତାତିରୁ ମୁକ୍ତି ପାଇଁ ନଦୀରେ କରୁଥିଲେ ସ୍ନାନ! ଏବେ ମିଳୁନି ଦୁଇ ଭାଇଙ୍କ ପତ୍ତା

ଓଏଲ୍‌ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗ୍ରୀଷ୍ମ ପ୍ରବାହ କାରଣରୁ ଆହୁରି ଅସମ୍ଭାଳ ହୋଇପାରେ। ୪୩ ରୁ ୪୫ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ହୋଇଛି। ତାତିକୁ ନଜରରେ ରଖି ଆଗାମୀ ୫ ଦିନ ଯାଏଁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ତାତି ପାଇଁ ସମସ୍ତେ କଲବଲ ହେଉଛନ୍ତି। ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ନଦୀରେ ଦୁଇ ଭାଇ ସ୍ନାନ କରୁଥିବାବେଳେ ନିଖୋଜ ହୋଇଥିବା … Continue reading ତାତିରୁ ମୁକ୍ତି ପାଇଁ ନଦୀରେ କରୁଥିଲେ ସ୍ନାନ! ଏବେ ମିଳୁନି ଦୁଇ ଭାଇଙ୍କ ପତ୍ତା