Odisha Link
Bridging the Missing Links in Odisha
Daily Archives

April 22, 2024

ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ; ନିଆଁ…

ଓଏଲ୍‌ ବ୍ୟୁରୋ: ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ହଦଗଡ଼ ହସ୍ତୀ ଅଭୟାରଣ୍ୟରେ ଜଳୁଛି ଜଙ୍ଗଲ। ହସ୍ତୀ ଅଭୟାରଣ୍ୟରେ ନିଆଁ। କେନ୍ଦୁଝର ହାଟଡିହି ହଦଗଡ଼ ହସ୍ତୀରେ ଲାଗିଛି ନିଆଁ। ବନ ବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି କରାଯାଇଛି। ବନବିଭାଗ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି କରାଯାଇଛି ।

ପୃଥିବୀ ମା’ ପାଇଁ ଦିନଟିଏ;…

ଓଏଲ୍‌ ବ୍ୟୁରୋ: ଆଜି ଏପ୍ରିଲ ୨୨। ଧରିତ୍ରୀ ପାଇଁ ଦିନଟିଏ। ଆଜି ବିଶ୍ୱ ପୃଥିବୀ ଦିବସ। ପୃଥିବୀକୁ ସୁରକ୍ଷା ଦେବା ପାଇଁ ଏହି ଦିବସ ପାଳନ ହୁଏ। ଏହି ତାରିଖକୁ ଆର୍ଥ ଡେ’ ବା ବିଶ୍ୱ ପୃଥିବୀ ଦିବସ ଭାବେ ପାଳନ କରାଯାଉଛି। ସମଗ୍ର ବିଶ୍ୱରେ ପରିବେଶ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବାକୁ ‘ପୃଥିବୀ ଦିବସ’…

ସକାଳୁ ଅସହ୍ୟ ତାତି; ଭଦ୍ରକରେ ସର୍ବାଧିକ…

ଓଏଲ୍‌ ବ୍ୟୁରୋ: ପୁଣି କଲବଲ କଲାଣି ତାତି। ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ଅସହ୍ୟ ଗରମରେ ଘରୁ ବାହାରିବା ବି ସମ୍ଭବ ହେଉନି। ଏମିତି କି ଖରାକୁ ଦୃଷ୍ଟିରେ ରଖି ସ୍କୁଲ ମଧ୍ୟ ଛୁଟି ଘୋଷଣା କରାଯାଇଛି। ସାଢ଼େ ୮ଟା ସୁଦ୍ଧା ଭଦ୍ରକ ସବୁଠୁ ଉତ୍ତପ୍ତ ସହର ପାଲଟିଛି। ୩୫.୬…