ହାଇଭୋଲଟେଜ ପ୍ରଚାର: ମଧ୍ୟାହ୍ନରେ ରାହୁଲ,…
ଓଏଲ୍ ବ୍ୟୁରୋ: ଆଜି ରବିବାରରେ ଦୁଇ ଦୁଇଟି ହାଇଭୋଲଟେଜ ପ୍ରଚାର ଦେଖିବ ଓଡ଼ିଶା। ପୂର୍ବାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶାକୁ ପ୍ରଚାର ପାଇଁ ଆସୁଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଦୁଇ ହେଭିୱେଟ୍ଙ୍କ ଗସ୍ତକୁ ନେଇ ଉଭୟ…