Odisha Link
Bridging the Missing Links in Odisha
Daily Archives

May 13, 2024

ଟିମ୍‌ ଇଣ୍ଡିଆର ନୂଆ କିଟ୍‌ ଓ ଜର୍ସି…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ମହାକୁମ୍ଭ। ଫଟାଫଟ୍‌ କ୍ରିକେଟର ମହାସମର ପାଇଁ ପ୍ରସ୍ତୁତ ସମସ୍ତ ଦଳ। ବିଶ୍ବକପ୍‌କୁ ନଜରରେ ରଖି ଭାରତୀୟ କ୍ରିକେଟ ଟିମର ନୂଆ କିଟ୍‌ ଅନାବରଣ ହୋଇଛି। ବିିସିସିଆଇର ସାଧାରଣ ସମ୍ପାଦକ ଜୟ ଶାହ ଓ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା…

ବୌଦ୍ଧ-ନୟାଗଡ଼ ସୀମାନ୍ତରେ ଚେକିଂ, କଳା…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଶେଷ ହେବ ଓଡ଼ିଶାରେ ହେଉଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସିଲ୍‌ ହେବ ନେତାଙ୍କ ଭାଗ୍ୟ। ସାରା ରାଜ୍ୟରେ ନିର୍ବାଚନ ମାହୋଲ ଥିବା ବେଳେ ସବୁଠି ଚେକିଂ ବ୍ଲକିଂ ଚାଲିଛି। ପୁଲିସ ଚେକିଂ କରୁଥିବା ସମୟରେ ଗୋଟିଏ ଗାଡ଼ିରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଗାଡ଼ି…

ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ…

ଉମରକୋଟ: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ ଲମ୍ବା ଲାଇନ୍‌ ଲଗାଇ ଜନତା ଭୋଟ ଦେବାକୁ ଯାଉଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ମତଦାନ ସୁରୁଖୁରରେ ଚାଲୁଥିବା ବାରମ୍ବାର ବାରମ୍ବାର କହୁଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ…

ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ;…

ଓଏଲ୍‌ ବ୍ୟୁରୋ: ଆଜି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ ଚାଲିଛି ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଆନ୍ଧ୍ରପ୍ରଦେଶର ମୋଟ୍ ୨୫ ଓ…

ପ୍ରଫେସର ମାନସ ରଞ୍ଜନ ସାହୁ ହେଲେ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ପ୍ରଫେସର ମାନସ ରଞ୍ଜନ ସାହୁଙ୍କୁ ନିଯୁକ୍ତ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ପ୍ରଫେସର ଡା. ମାନସ ରଞ୍ଜନ ସାହୁଙ୍କୁ ଭୁବନେଶ୍ୱରର ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ନିଯୁକ୍ତ କରିଛନ୍ତି।…

ଗଞ୍ଜାମ: ୩ ଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଚାଲିଛି ପ୍ରଥମ ପର୍ଯ୍ୟାୟ ମତଦାନ। ୪ଟି ଲୋକସଭା କ୍ଷେତ୍ର ଓ ୨୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ ଲମ୍ବା ଲାଇନ୍‌ ଲଗାଇ ଜନତା ଭୋଟ ଦେବାକୁ ଯାଉଛନ୍ତି। ଅପରାହ୍ନ ୩ଟା ସୁଦ୍ଧା ରାଜ୍ୟରେ ୫୨.୯୧ ପ୍ରତିଶତ ମତଦାନ ହୋଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ।…

ସ୍ୱାଭିମାନ ଅଞ୍ଚଳରେ ଭୋଟରଙ୍କ ଲମ୍ବା…

ଓଏଲ୍‌ ବ୍ୟୁରୋ: ଆଜି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ନିର୍ବାଚନୀ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ ଚାଲିଛି ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ…

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ;…

ଓଏଲ୍‌ ବ୍ୟୁରୋ: ଆଜି ଦେଶର ଚତୁର୍ଥ ପର୍ଯ୍ୟାୟ ଓ ରାଜ୍ୟର ପ୍ରଥମ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ନିର୍ବାଚନୀ ମହାକୁମ୍ଭର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ ଚାଲିଛି ଭୋଟ ଗ୍ରହଣ। ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ…

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ସାମ୍ବାଦିକ ସମ୍ମିଳନୀ କରି ବିଜେପି-ବିଜେଡି ମୁହାଁମୁହିଁ। ପ୍ରଥମେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ସମାଲୋଚନା କରିଥିବା ବେଳେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ତାର ପାଲଟା ଜବାବ ରଖିଛି। ବିଜୁ ଜନତା ଦଳର ବରିଷ୍ଠ…

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ପରୀକ୍ଷା…

ଓଏଲ୍‌ ବ୍ୟୁରୋ: ଦ୍ୱାଦଶ ପରେ ପ୍ରକାଶ ପାଇଲା କେନ୍ଦ୍ର ମାଧ୍ୟମିକ ଶିକ୍ଷା ତଥା ସିବିଏସ୍‌ଇ ୧୦ମ ବୋର୍ଡ ପରୀକ୍ଷା ଫଳ। ଛାତ୍ରଛାତ୍ରୀମାନେ CBSE https://cbseresults.nic.in କୁ ଯାଇ ସେମାନଙ୍କର ବୋର୍ଡ ଫଳାଫଳ ଯାଞ୍ଚ କରିପାରିବେ। CBSE ଦଶମ ଫଳାଫଳ ଯାଞ୍ଚ କରିବାକୁ ଛାତ୍ରମାନଙ୍କୁ ସେମାନଙ୍କର ରୋଲ୍…