Odisha Link
Bridging the Missing Links in Odisha
Daily Archives

May 18, 2024

ମେ’ ୨୦ରେ ନିର୍ବାଚନ: ଆଜି ସରିବ…

ଓଏଲ୍‌ ବ୍ୟୁରୋ: ୫ମ ପର୍ଯ୍ୟାୟରେ ପହଁଞ୍ଚିଲାଣି ଗଣତନ୍ତ୍ରର ମହାପର୍ବ। ଦେଶରେ ହେଉଥିବା ଲୋକସଭା ନିର୍ବାଚନର ୫ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର। ଆସନ୍ତା ୨୦ ତାରିଖରେ ହେବ ଭୋଟ୍ ଗ୍ରହଣ। ତେଣୁ ଆଜି ଶେଷ ଦିନରେ ପ୍ରଚାର କାର୍ଯ୍ୟକୁ ଜୋରଦାର କରିବେ ବିଭିନ୍ନ ରାଜନୈତିକ ଦଳ। ୮ଟି ରାଜ୍ୟ…

ବିଜେଡି ବିଧାୟିକାଙ୍କ ଭାଇଙ୍କ ପିଏ ଘରେ…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ଝାରସୁଗୁଡ଼ା ବିଜେଡି ବିଧାୟକ ପ୍ରାର୍ଥିନୀ ଦୀପାଳି ଦାସଙ୍କ ଭାଇ ତଥା ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସ। ଗତକାଲି ବିଶାଳ ଦାସଙ୍କୁ ଆଇଟି ଟିମ୍‌ ୪ ଘଣ୍ଟା ପଚରାଉଚରା କରିବା ପରେ ତେଙ୍କ ପିଏଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବିଶାଳଙ୍କ ପର୍ସନାଲ…

ଚଳନ୍ତା ବସରେ ଲାଗିଲା ନିଆଁ: ଗଲାଣି ୧୦…

ଓଏଲ୍‌ ବ୍ୟୁରୋ: ହରିୟାଣାରେ ଭୟଙ୍କର ବସ୍‌ ଦୁର୍ଘଟଣା। ଗତକାଲି ରାତିରେ ହରିୟାଣାର ନୁହରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଚଳନ୍ତା ବସ୍‌ରେ ନିଆଁ ଲାଗିବାରୁ ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ଚିତି ଶୁକ୍ରବାର ରାତି ପ୍ରାୟ ଦେଢ଼ଟା ବେଳେ ଏହି ଅଘଟଣ ଘଟିଥିଲା।…