Odisha Link
Bridging the Missing Links in Odisha
Daily Archives

May 19, 2024

ରୋଚକ ମୋଡ଼ରେ ନିମାପଡ଼ା ରାଜନୀତି,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆଉ ସପ୍ତାହରେ କମ୍‌ ସମୟ ରହିଛି। ରାଜନୀତିର ଏହି ସନ୍ଧିକ୍ଷଣ ଭିତରେ ରୋଚକ ମୋଡରେ ନିମାପଡ଼ା ରାଜନୀତି। ଶାସକ ବିଜୁ ଜନତା ଦଳକୁ ବଡ଼ ଝଟକା ଦେଇଛନ୍ତି ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ। ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି…