Odisha Link
Bridging the Missing Links in Odisha
Daily Archives

May 21, 2024

ଆଇପିଏଲ୍‌ ୨୦୨୪: ହାଇଦ୍ରାବାଦକୁ ହରାଇ…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ର ଫାଇନାଲରେ ପ୍ରବେଶ କଲା କୋଲକାତା ନାଇଟ ରାଇଡର୍ସ। ୧୭ ତମ ସଂସ୍କରଣର ପ୍ରଥମ କ୍ବାଲିଫାୟର ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ମାତ୍‌ ଦେଇ ଫାଇନାଲରେ ପ୍ରବେଶ କରିଛି କେକେଆର। ୮ ଓ୍ବିକେଟରେ ମ୍ୟାଚକୁ ଜିତି ଫାଇନାଲରେ ପ୍ରବେଶ କରିଛି କେକେଆର।…

କ୍ବାଲିଫାୟର-୧: ଟସ୍‌ ଜିତିଲା…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣର ପ୍ରଥମ କ୍ବାଲିଫାୟର ମୁକାବିଲା ଆଜି କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି କୋଲକାତା ନାଇଟ ରାଇଡର୍ସ ପ୍ରଥମେ ବୋଲିଂ…

ଏଥର କେତୋଟି ଆସନ ଜିତିବ ବିଜେପି?…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ୫ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇ ସାରିଥିବା ବଳେ ଆଉ ବାକି ରହିଛି ୨ଟି ପର୍ଯ୍ୟାୟ। କେଉଁ ଦଳ କେନ୍ଦ୍ରରେ ଗଢ଼ିବ ସରକାର ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ବିଜେପି ଅବ୍‌ କି ବାର ୪୦୦ ପାର ନାରା ଦେଉଥିବା ବେଳେ ଇଣ୍ଡି ମେଣ୍ଟ ସରକାର ଗଢ଼ିବୁ ବୋଲି…

ସମ୍ମମ୍‌ରେ ମେଦବହୁଳ ରୋଗୀଙ୍କ ଶରୀରରେ…

ଭୁବନେଶ୍ୱର: ସମ୍‌ ଅଲ୍ଟିମେଟ ମେଡିକେୟାର ଡାକ୍ତରଙ୍କ ଦ୍ୱାରା ଜଣେ ମେଦବହୁଳ ମହିଳାଙ୍କ କ୍ଷେତ୍ରରେ ସଫଳତାର ସହ ୟୁଟେରାଇନ୍‌ ଆର୍ଟେରୀ ଏମ୍ବୋଲାଇଜେସନ୍‌ (ୟୁଏଇ) ପ୍ରକ୍ରିୟା ସମ୍ପାଦିତ କରାଯାଇଛି । ମହିଳା ଜଣଙ୍କ ଗର୍ଭାଶୟରେ ଅନେକ ଫାଇବ୍ରଏଡ୍‌ ସୃଷ୍ଟି ହୋଇଥିବା ବେଳେ ସେ ମେନୋପୋଜ୍‌ ପରବର୍ତୀ ସମୟରେ…

ଅପରାଜିତାଙ୍କୁ ସମାଲୋଚନା କଲେ…

ଓଏଲ୍‌ ବ୍ୟୁରୋ: ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜାରି କରି ଦଳୀୟ ସାଂସଦ ପ୍ରାର୍ଥୀଙ୍କ ପାଇଁ କରିଛନ୍ତି ପ୍ରଚାର। ଏଥିସହିତ ଭୁବନେଶ୍ବର ସାଂସଦ ଅପରାଜିତାଙ୍କୁ ମଧ୍ୟ କରିଥିଲେ ଟାର୍ଗେଟ। ଯାହାର ପାଲଟା ଜବାବ ରଖିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଯାହା ରାଜ୍ୟ ରାଜନୀତିରେ ହଟଚମଟ…

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍‌ସେସ୍‌୍‌ (ଆଇଏଏସ୍‌)ର କୀଟତତ୍ୱ ବିଭାଗ ପକ୍ଷରୁ ସୋମବାର ବିଶ୍ୱ ମହୁମାଛି ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଆଇଏଏସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ ଯୋଗ ଦେଇ…

ଅବପାତର ରୂପ ନେଇପାରେ ଲଘୁଚାପ, ୨୩ରୁ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ। ରାଜ୍ୟରେ ଆସନ୍ତା ୨୫ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏସବୁ ଭିତରେ ନିର୍ବାଚନରେ ବର୍ଷା ବାଧକ ସାଜିପାରେ ବୋଲି ଆଶଙ୍କା କରାଯାଉଛି। ତେବେ ଲଘୁଚାପ ପ୍ରଭାବ ଓଡ଼ିଶାର ସମୁଦ୍ର କୁଳିଆ ଅଞ୍ଚଳକୁ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ସତର୍କ ରହିବାକୁ…

ଇରାନ: ଜୁନ୍‌ ୨୮ରେ ରାଷ୍ଟ୍ରପତି…

ଓଏଲ୍‌ ବ୍ୟୁରୋ: ଜୁନ୍‌ ୨୮ ତାରିଖରେ ଅନୁଷ୍ଠିତ ହେବ ଇରାନ ରାଷ୍ଟ୍ରପତି ନିର୍ବାଚନ। ଇରାନ ସରକାରଙ୍କ ୩ ଶାଖାର ପ୍ରମୁଖ ମାନେ ଆକସ୍ମିକ ରାଷ୍ଟ୍ରପତି ନିର୍ବାଚନ ପାଇଁ ସହମତି ପ୍ରକାଶ କରିଛନ୍ତି। ରବିବାର ଇରାନ ରାଷ୍ଟ୍ରପତି ଇବ୍ରାହିମ୍‌ ରାଇସି ଯାଉଥିବା ହେଲିକପ୍ଟରଟି କ୍ରାସ ହୋଇଥିଲା। କ୍ରାସ ହେବାର ୧୪…

୪ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ,…

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଗତକାଲି ଦେଶରେ ପଞ୍ଚମ ଓ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଛି। ଏସବୁ ଭିତରେ ଦିନକୁ ଦିନ ରୋଚକ ହେବାରେ ଲାଗିଛି…

‘ଆଉ ୩ ଦିନ ଅଛି ନିର୍ବାଚନ, ନିଜର…

ଓଏଲ୍‌ ବ୍ୟୁରୋ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ବଡ଼ଦାଣ୍ଡରେ ବିଶାଳ ରୋଡ ଶୋ’ କରିଥିଲେ। ତାଙ୍କ ସାଥିରେ ବିଜେପିର ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ। ହେଲେ ସେ ଗଣମାଧ୍ୟମକୁ ଏଭଳି କିଛି…