Odisha Link
Bridging the Missing Links in Odisha
Daily Archives

May 23, 2024

ଛତିଶଗଡ଼ରେ ଏନକାଉଣ୍ଟର: ୭ ନକ୍ସଲ ସଫା,…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ର ବସ୍ତର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା।ସୁରକ୍ଷାବଳଙ୍କ ଗୁଳିରେ ୭ ଜଣ ନକ୍ସଲ ନିପାତ ହୋଇଛନ୍ତି। ଦନ୍ତେୱାଡା ଏସ୍‌ପି ଗୌରବ ରାୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ନିକଟରେ ନକ୍ସଲ ମାନେ କିଛି ଗାଁରେ ପଶି କ୍ଷତିକରିବାକୁ ଉଦ୍ୟମ କରିଥିଲେ। ଖବର ଅନୁସାରେ…

ପ୍ରଚାରର ଶେଷ ଦିନରେ ଖୋର୍ଦ୍ଧା ରାଜନୀତି…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଆଜି ହେଉଛି ପ୍ରଚାରର ଶେଷ ଦିନ। ଆଉ ଏଥି ମଧ୍ୟରେ ଶାସନ ବିଜୁ ଜନତା ଦଳକୁ ଲାଗିଛି ବଡ଼ ଝଟକା। ଖୋର୍ଦ୍ଧାର ବିଧାୟକ ଜିତୁ ମିତ୍ର ଆଜି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ…

ଆଇପିଏଲ୍‌ ଇତିହାସର ଶ୍ରେଷ୍ଠ-୫ ବୋଲର…

ଓଏଲ୍‌ ବ୍ୟୁରୋ: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣରୁ ଏଲିମିନେଟ୍ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଗତକାଲି ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ହାଇଭୋଲଟେଜ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ୱିକେଟ୍‌ରେ ମାତ୍ ଦେଇଛି ରାଜସ୍ଥାନ…

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: କୋଟିପତି…

ଓଏଲ୍‌ ବ୍ୟୁରୋ: ଜୁନ ୧ ତାରିଖରେ ଓଡ଼ିଶାରେ ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି। ଏଥିପାଇଁ ସାରା ରାଜ୍ୟରେ ନିର୍ବାଚନୀ ତାତି। ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରଚାର ପର୍ବ। ସବୁ ଦଳ ନିଜର କଳ, ବଳ ଓ କୌଶଳ ଖଟାଇ ଆରମ୍ଭ କଲେଣି ପ୍ରଚାର। ରାଜ୍ୟର ତିନି ରାଜନୈତିକ ଦଳର…

ପ୍ରଚୁର ପାଣି ପିଅନ୍ତୁ, ୪ ଜୁନ୍‌ରେ…

ଓଏଲ୍‌ ବ୍ୟୁରୋ: ଆଉ ଦିନକ ପରେ ଦେଶରେ ଅନୁଷ୍ଠିତ ହେବ ୬ଷ୍ଠ ପର୍ଯ୍ୟାୟ ମତଦାନ। ଏଥିପାଇଁ ଆଜି ହେଉଛି ପ୍ରଚାରର ଶେଷଦିନ। ନିର୍ବାଚନ ଫଳାଫଳ ଜୁନ୍‌ ୪ରେ ପ୍ରକାଶ ପାଇବ। ହେଲେ ଏବେଠୁ ଲୋକସଭା ନିର୍ବାଚନ ପରିଣାମକୁ ନେଇ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଦେଇଥିବା ବୟାନକୁ ନେଇ ସବୁଠି ଚର୍ଚ୍ଚା…

ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର, ଜୁନ ୧ରୁ…

ଓଏଲ୍‌ ବ୍ୟୁରୋ: ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏଣିକି ଦୌଡ଼ିବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ। ଭିଡ଼ରେ ଲମ୍ବା ଲାଇନ ଲଗାଇ ଦେବାକୁ ପଡ଼ିବନି ଡ୍ରାଇଭିଂ ପରୀକ୍ଷା। ଏହି ପ୍ରକ୍ରିୟା ପୂର୍ବଠାରୁ ଅଧିକ ସରଳ ହେବ। କାରଣ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଡ୍ରାଇଭିଂ…

ପୁରୀ ବିଜେଡି ଲୋକସଭା ପ୍ରାର୍ଥୀଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆଉ ଦିନକ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟ ଉପରେ ସମସ୍ତ ରାଜନୈତିକ ଦଳର ନଜର। କାରଣ ଏହି ୩ୟ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ଆସନ ଗୁଡ଼ିକରେ ନିର୍ବାଚନ ହେବ। ଯାହା ରାଜ୍ୟ ରାଜନୀତିର ହଟସ୍ପଟ…

ଇରାନ୍ ରାଷ୍ଟ୍ରପତି ଇବ୍ରାହିମ୍‌…

ଓଏଲ୍‌ ବ୍ୟୁରୋ: ଇରାନ୍‌ର ରାଷ୍ଟ୍ରପତି ଇବ୍ରାହିମ୍‌ ରାଇସିଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ। ଇରାନ୍‌ର ଦ୍ବିତୀୟ ସବର୍ବୃହତ ସହର ମଶହଦରେ ସମାଧି ଦିଆଯାଇଛି। ଆଜି ସକାଳେ ତାଙ୍କ ପାର୍ଥୀବ ଶରୀରକୁ ମଶହଦ ଅଣାଯାଇଥିଲା। ଏହି ସହରରେ ରାଇସି ଜନ୍ମଗ୍ରହଣ କରିଥିଲେ। ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ତାଙ୍କ…

ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଆବେଦନ…

ଓଏଲ୍‌ ବ୍ୟୁରୋ: ଜାତୀୟ ଶିକ୍ଷକ ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଦେଶରେ ଶିକ୍ଷକ ମାନଙ୍କର ଅନନ୍ୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଏବଂ ଯେଉଁ ଶିକ୍ଷକମାନେ ନିଜ ପ୍ରତିବଦ୍ଧତା ଓ ନିଷ୍ଠା ବଳରେ କେବଳ ଶିକ୍ଷାର ଗୁଣବତ୍ତାରେ ଉନ୍ନତି କରି ନାହାନ୍ତି ବରଂ ସେମାନଙ୍କ ଛାତ୍ରଛାତ୍ରୀ ମାନଙ୍କ ଜୀବନକୁ ମଧ୍ୟ…

“ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ। ଆଉ ଦିନକ ପରେ ଓଡ଼ିଶାରେ ଅନୁଷ୍ଠିତ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟ ଉପରେ ସମସ୍ତ ରାଜନୈତିକ ଦଳର ନଜର। କାରଣ ଏହି ୩ୟ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ଆସନ ଗୁଡ଼ିକରେ ନିର୍ବାଚନ ହେବ। ଯାହା ରାଜ୍ୟ ରାଜନୀତିର ହଟସ୍ପଟ…