ଅଯୋଧ୍ୟା ରାମ ମନ୍ଦିରକୁ ମୋବାଇଲ ମନା;…
ଓଏଲ୍ ବ୍ୟୁରୋ: ଭିଆଇପି ହୁଅନ୍ତା ବା ସାଧାରଣ ଜନତା ସଭିଁଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି ଶ୍ରୀରାମ ମନ୍ଦିର ପ୍ରଶାସନ। ମନ୍ଦିର ପରିସରରେ ମୋବାଇଲ ଫୋନ୍ ନିଷେଧ କରାଯାଇଛି। ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶନିବାର ଏନେଇ ନିଷ୍ପତ୍ତି ନିଆଯାଇଛି। ଲୋକମାନେ ଧାର୍ମିକ ସ୍ଥାନମାନଙ୍କରେ ରିଲ୍ସ କରି…