Odisha Link
Bridging the Missing Links in Odisha

ଲାଞ୍ଚ ନେବା ପଡ଼ିଲା ମହାଙ୍ଗା, ଭିଜିଲାନ୍ସ ଜାଲରେ ପିଇଓ

ଓଏଲ୍‌ ବ୍ୟୁରୋ: ଲାଞ୍ଚ ନେବା ପଡ଼ିଲା ମହାଙ୍ଗା। ଭବାନୀପାଟଣାର ଜଣେ ପିଇଓ ଭିଜିଲାନ୍ସ ହାତରେ ଧରାପଡ଼ିଲେ। ପିଇଓ ଜଣକ ହେଉଛନ୍ତି ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସଂଜୟ ନାୟକ। କାଗଜପତ୍ର କାମ ପାଇଁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ।

Leave A Reply

Your email address will not be published.