Odisha Link
Bridging the Missing Links in Odisha

ପାଗରେ ପରିବର୍ତ୍ତନ, କାଲିଠୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ଆଶଙ୍କା

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ତାତିରୁ ତ୍ରାହି ମିଳିଥିଲା। ହେଲେ ଆଜି ରାଜ୍ୟରେ ପାଗରେ ସାମାନ୍ୟ ପରିବର୍ତ୍ତନ ଦେଖା ଦେଇଛି। କୋହଲା ପାଗ ବଦଳରେ ଟାଣ ଖରା ହେବାର ଆଶଙ୍କା କରାଯାଉଛି। ଆସନ୍ତାକାଲିଠୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବା ସମ୍ଭାବନା ରହିଛି। ତାତି ବଢ଼ିଲେ ବି ୫ ଦିନ ମଧ୍ୟରେ ହିଟୱେଭ୍ ସମ୍ଭାବନା ନାହିଁ। କିଛି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି।

Leave A Reply

Your email address will not be published.