Odisha Link
Bridging the Missing Links in Odisha
Daily Archives

May 28, 2024

ଓଲଟିଲା ଯାତ୍ରୀବାହୀ ବସ୍‌: ଚାଲିଗଲା ୩…

ଓଏଲ୍‌ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍।ଯାହାଫଳରେ ଚାଲିଗଲା ୩ ଜୀବନ। ଏଥିସହିତ ୫ଜଣ ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା। ମିଳିଥିବା ଖବର ଅନୁଯାୟୀ, ସାଲୁଙ୍କି ନାମକ ଯାତ୍ରୀବାହୀ ବସ୍‌ ଫୁଲବାଣୀରୁ ମୁନିଗୁଡ଼ା ଅଭିମୁଖେ ଯାତ୍ରା କରୁଥିଲା।…

ଓଡ଼ିଶାରେ ବିଜେପି କଦାପି ସଫଳ ହେବନାହିଁ:…

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ। ଏସବୁ ମଧ୍ୟରେ ଭିଡିଓ ଜାରି କରି ଭାରତୀୟ ଜନତା ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି,…

ନିଲମ୍ବିତ ହେଲେ ବରିଷ୍ଠ ଆଇପିଏସ୍‌…

ଓଏଲ୍‌ ବ୍ୟୁରୋ: ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ମାହୋଲ ଚାଲିଥିବା ବେଳେ ଭାରତୀୟ ନିର୍ବାଚନ କମିଶନ ନେଲେ ବଡ଼ ପଦକ୍ଷେପ। ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡିଏସ୍‌ କୁଟ୍ଟେ ନିଲମ୍ବିତ।ନିର୍ବାଚନରେ ଅନଧିକୃତ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବିତ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ନିଲମ୍ବିତ କାଳରେ ନୂଆଦିଲ୍ଲୀ…

ଗୌତମ ଗମ୍ଭୀର ହେବେ ଟିମ୍‌ ଇଣ୍ଡିଆର…

ଓଏଲ୍‌ ବ୍ୟୁରୋ: ରାହୁଲ ଦ୍ରାବିଡଙ୍କ ପରେ କିଏ ହେବ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ? ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ପଦବୀ ପାଇଁ ୩ହଜାରରୁ ଉର୍ଦ୍ଧ୍ବ ଆବେଦନ ପତ୍ର ପାଇଛି ଭାରତୀୟ କ୍ରିକେଟ ପରିଷଦ। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ…

ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର,…

ଓଏଲ୍‌ ବ୍ୟୁରୋ: କିଛି ଦିନର ବିରତି ପରେ ରାଜ୍ୟକୁ ପୁଣି ଫେରିଲା ତାତି। ୪୫ ଡିଗ୍ରୀ ଟପିଲା ଦିନର ତାପମାତ୍ରା। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ। ବିଶେଷ ଭାବେ ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି ପରିଲିକ୍ଷିତ ହୋଇଛି। ସେହିପରି ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ…

ସୋସିଆଲ ମିଡିଆ ପୋଷ୍ଟ ଉପରେ ଓଡ଼ିଶା…

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଅନ୍ତିମ ଚରଣ ମତଦାନ ଜୁନ୍‌ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଓଡ଼ିଶାରେ ମଧ୍ୟ ଅନ୍ତିମ ଚରଣ ମତଦାନ ହେବ। ଚଳିତବର୍ଷ ନିର୍ବାଚନର ପ୍ରଚାର ପ୍ରସାର ବିଶେଷ ଭାବେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳ କରିଛନ୍ତି। ଅନ୍ୟପଟେ…

ମହାଠକ ମୋହନଙ୍କୁ ବାନ୍ଧିଲା ଇଓଡବ୍ଲୁ,…

ଓଏଲ୍‌ ବ୍ୟୁରୋ: ମହାଠକକୁ ଧରିଲା ଇଓଡବ୍ଲୁ। ୫୦ କୋଟି ଠକେଇ ଅଭିଯୋଗରେ ଭୁବନେଶ୍ବରର ମୋହନ ପରିଡ଼ାଙ୍କୁ ବାନ୍ଧିଛି ଇଓଡବ୍ଲୁ। ୱେ ଟୁ ଆଡ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ମାଲିକ ମୋହନ ପରିଡ଼ା ୩ ମାସରେ ଦୁଇଗୁଣା ଟଙ୍କା ଦେବାକୁ କହି ଠକେଇ କରିଛନ୍ତି। ୨୦୨୦ରୁ ୨୦୨୩ମଧ୍ୟରେ ୨ଟି ସ୍କିମ ମାଧ୍ୟମରେ ମାସକୁ…

ଇଭିଏମ୍‌ ଭଙ୍ଗା ମାମଲା: ସାମ୍ନାକୁ ଆସିଲା…

ଓଏଲ୍‌ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମ୍‌ ଭାଙ୍ଗିବା ମାମଲାରେ ବନ୍ଧା ହୋଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଯାହାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ଏସବୁ ମଧ୍ୟରେ ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ।ଜଗଦ୍ଦେବ କାଉଁରିପାଟଣା ବୁଥରେ ଭୋଟ ଦେଉଥିବା ବେଳର…

ଜୁନ୍‌ ୧ରେ ହେବ ଇଣ୍ଡିଆ ବ୍ଲକ୍‌ର ବୈଠକ,…

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ। ଲୋକସଭା ନିର୍ବାଚନର ଅନ୍ତିମ ଚରଣ ମତଦାନ ବାକି ଥିବାବେଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବିପକ୍ଷ ଇଣ୍ଡିଆ ମେଣ୍ଟର ନେତାଙ୍କ…

ପୁଣି ଚିନ୍ତା ବଢ଼ାଇଲା ତାତି, ଅଂଶୁଘାତ…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ କିଛି ଦିନ ଧରି ଲାଗି ରହିଥିବା ଅବିରତ ଅଗ୍ନି ବର୍ଷା ପରେ ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ଥଣ୍ଡା ଅନୁଭୂତ ହୋଇଥିଲା। ଆଜି ସକାଳୁ ପୁଣି ତାତି ଅନୁଭୂତ ହୋଇଛି। ଏହାରି ମଧ୍ୟରେ ରାଜ୍ୟରେ ଅଂଶୁଘାତରେ ସରକାରୀ ଭାବେ ମୃତ୍ୟୁ…