Odisha Link
Bridging the Missing Links in Odisha

ମିଜୋରାମରେ ବଡ଼ ଧରଣର ଭୂସ୍ଖଳନ, ଚାଲିଗଲା ୧୦ ଜୀବନ

ଓଏଲ୍‌ ବ୍ୟୁରୋ: ମିଜୋରାମ୍ ଆଇଜଲ୍‌ରେ ବଡ଼ଧରଣର ଭୂସ୍ଖଳନ ହୋଇଥିବା ଖବର ସାମ୍ନାକୁ ଆସିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ପରେ ପଥର ଖାଦାନ ଭୁଶୁଡ଼ି ପଡିଛି। ଘଟଣାସ୍ଥଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଚାପି ରହିଥିବା ଆଶଙ୍କା କରାଯାଉଛି।

Leave A Reply

Your email address will not be published.