Odisha Link
Bridging the Missing Links in Odisha

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୫୨ ଡିଗ୍ରୀ ଟପିଲା ତାପମାତ୍ରା

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଅସମ୍ଭାଳ ହେଲାଣି ଗ୍ରୀଷ୍ମ ପ୍ରବାହ। ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି ରାଜଧାନୀ ଦିଲ୍ଲୀର ତାତି। ଦିଲ୍ଲୀରେ ତାତି ନୂଆ ରେକର୍ଡ କରିଛି। ପ୍ରଥମ ଥର ପାଇଁ ଦିଲ୍ଲୀରେ ୫୨ ଡିଗ୍ରୀ ପାର କରିଛି ତାପାମାତ୍ରା। ଦିଲ୍ଲୀର ମୁଙ୍ଗେସପୁରରେ ଦିନର ତାପମାତ୍ରା ୫୨.୩ ଡିଗ୍ରୀ ରେକର୍ଡ ହୋଇଛି। ବର୍ତ୍ତମାନ ତାହା ୫୧.୪ ଡିଗ୍ରୀ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଦିଲ୍ଲୀର ଆଉ କିଛି ଅଞ୍ଚଳରେ ତାପାମାତ୍ର ୫୦ ଡିଗ୍ରୀ ଉପରେ ଥିବା ଜଣାପଡ଼ିଛି।।

Leave A Reply

Your email address will not be published.