Odisha Link
Bridging the Missing Links in Odisha
Daily Archives

May 29, 2024

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ…

ଭୀଷଣ ଗରମ କାରଣରୁ ସ୍କୁଲରେ ହିଁ ଅଚେତ…

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାତିଠୁ ବଳି ଯାଉଛି ଚଳିତ ବର୍ଷ ଖରାର ତାତି। ଦେଶର ଅଧିକାଂଶ ସହରରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍‌ ମଧ୍ୟ ରେକର୍ଡ କରାଯାଉଛି। ଦିଲ୍ଲୀରେ ୪୯.୯ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ତାପମାତ୍ରା। କେବଳ ଦିଲ୍ଲୀ ନୁହେଁ,…

ମତଦାନ ପୂର୍ବରୁ ଜିଲ୍ଲାପାଳ ନେଲେ ବଡ଼…

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ନିର୍ବାଚନ ତାତି। ଶେଷ ପର୍ଯ୍ୟାୟ ମତଦାନ ପାଇଁ ସମସ୍ତ ରାଜନୈତିକ ଦଳ କରୁଛନ୍ତି ଶେଷ ପ୍ରୟାସ। ଅନ୍ତିମ ଚରଣ ମତଦାନରେ ଓଡ଼ିଶାର ୪୨ଟି ବିଧାନସଭା ଓ ୬ଟି ଲୋକସଭା ଆସନରେ ମତଦାନ ହେବ। ମୟୂରଭଞ୍ଜ ଲୋକସଭା ଆସନ ସମେତ ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭାରେ ମତଦାନ ହେବ।…

ବିରୋଧୀଙ୍କ ଉପରେ ବର୍ଷିଲେ ସସ୍ମିତ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ତିନୋଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଭିନ୍ନ ଦଳର ହେଭିୱେଟ୍ ନେତା। ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ…

ଆସନ୍ତା ୨୪ ଘଣ୍ଟାରେ କେରଳ ଛୁଇଁପାରେ…

ଓଏଲ୍‌ ବ୍ୟୁରୋ: ମୌସୁମୀ ପ୍ରବାହର ଆଗମନକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା ୨୪ ଘଣ୍ଟାରେ ଭିତରେ କେରଳ ଛୁଇଁପାରେ ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ପାଣିପାଗ ବିଭାଗ ଆକଳନ କରିଛି। ସ୍ଥିତି ଅନୁକୂଳ ଥିବାରୁ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରାଯାଇଛି।…

ବିଇଡି, ବିଏଚ୍‌‌ଇଡି ନାମଲେଖା ପାଇଁ…

ଓଏଲ୍‌ ବ୍ୟୁରୋ: ଚଳିତ ଶିକ୍ଷାବର୍ଷରେ ୨ବର୍ଷିଆ ବିଇଡି, ବିଏଚ୍‌‌ଇଡି ଓ ଏମ୍‌‌ଇଡି ପାଠ୍ୟକ୍ରମରେ ନାମଲେଖା ପାଇଁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ନାମଲେଖା ପ୍ରକ୍ରିୟା ପାଇଁ ବୁଧବାରଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁନ୍‌‌ ୧୦ ତାରିଖ ପର୍ଯ୍ୟନ୍ତ…

ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ନିଲମ୍ବନ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନ ମାହୋଲ ଚାଲିଥିବା ବେଳେ ମଙ୍ଗଳବାର ବରିଷ୍ଠ ଆଇପିଏସ୍‌ ଅଧିକାରୀ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ନିଲମ୍ବିତ କରିଥିଲେ ଭାରତୀୟ ନିର୍ବାଚନ କମିଶନ। ଚାକିରିରୁ ନିଲମ୍ବନ କରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ୍। କହିଛନ୍ତି ଏହା…

‘‘ଆଦିବାସୀ ଭାଇ ଭଉଣୀଙ୍କୁ ହୃଦୟରେ…

ଓଏଲ୍‌ ବ୍ୟୁରୋ: ଅନ୍ତିମ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବ। ଶେଷ ପର୍ଯ୍ୟାୟ ନିର୍ବାଚନରେ ଭୋଟରଙ୍କ ମନ ଜିଣିବା ପାଇଁ ଶେଷ ପ୍ରୟାସ କରୁଛନ୍ତି ସମସ୍ତ ରାଜନୈତିକ ଦଳ। ଓଡ଼ିଶାରେ ହେବାକୁ ଥିବା ୪ର୍ଥ ପର୍ଯ୍ୟାୟ ନିର୍ବାଚନର ୨ଦିନ ପୂର୍ବରୁ ବିଭିନ୍ନ ଦଳ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଏହି କ୍ରମରେ ଆଜି…

ଛତିଶଗଡ଼ରେ ଏନ୍‌କାଉଣ୍ଟର: ୨ ମାଓବାଦୀ…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀ ଏନ୍‌କାଉଣ୍ଟର କରିଥିବାବେଳେ ୨ ନକ୍ସଲ ନିହତ ହୋଇଛନ୍ତି। ତେବେ ଅନେକ ମାଓବାଦୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଅନ୍ୟପଟେ, ଚଳିତ ମାସ ମେ' ୧୦ ତାରିଖରେ ଛତିଶଗଡ଼ରେ ବଡ଼…

ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ତିନି…

ଓଏଲ୍‌ ବ୍ୟୁରୋ: ଆଜି ଶ୍ରୀକ୍ଷେତ୍ର ଭଉଁରୀ ଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏବେଠୁ ଚଳଚଂଚଳ ପୁରୀ ସହର। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଗତ ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଶୁଭ ଅନୁକୂଳ ହୋଇଥିବା ବେଳେ ରଥ କାର୍ଯ୍ୟ ଜୋରସୋରରେ ଜାରି ରହିଛି।…