ବିରାଟ, ରୋହିତଙ୍କ ପରେ ଜାଡେଜା ନେଲେ…
ଓଏଲ୍ ବ୍ୟୁରୋ: ସାରା ଦେଶ ଟି-୨୦ ବିଶ୍ବକପ ବିଜୟୀର ଉତ୍ସବ ମନାଉଥିବା ବେଳେ ଗତକାଲି ବିରାଟ କୋହଲି ଓ ରୋହିତ ଶର୍ମା କରିଥିଲେ ବଡ଼ ଘୋଷଣା। ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଇ ଘୋଷଣା କରିଥିଲେ ଦୁଇ ଷ୍ଟାର ଖେଳାଳିି। ଏହି କ୍ରମରେ ଆଜି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ…