Odisha Link
Bridging the Missing Links in Odisha
Daily Archives

June 1, 2024

କିଏ ଗଢ଼ିବ ସରକାର ? ବୁୁଥ୍‌ ବାହୁଡ଼ା ମତ…

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଗଣତନ୍ତ୍ରର ମହାପର୍ବ। ଜନତା ଜନାର୍ଦ୍ଦନ ବାଛିଲେ ମନପସନ୍ଦର ନେତା। କିଏ ବସିବ ଶାସନ ଗାଦିରେ ଆଛ କିଏ ହେବ ବିରୋଧି ଦଳ ତାର ନିର୍ଣ୍ଣାୟକ ଫଳାଫଳ ଜୁନ୍‌ ୪ରେ ଆସିବ। ତାପୂର୍ବରୁ ଆସିଛି ବୁଥ୍‌ ବାହୁଡ଼ା ମତ। ଦେଶରେ ୫୪୩ ଲୋକସଭା ଆସନ ଓ ୪ ରାଜ୍ୟର ବିଧାନସଭା ଆସନ ପାଇଁ ଲୋକମାନେ…

କ୍ରିକେଟରୁ ଅବସର ନେଲେ ଦୀନେଶ…

ଓଏଲ୍‌ ବ୍ୟୁରୋ:ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ୨୦୨୪। ମହାକୁମ୍ଭ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ରତୀୟ କ୍ରିକେଟ ଦଳର ଅନୁଭବୀ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଦୀନେଶ କାର୍ତ୍ତିକ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଏକ ଭାବ ବିହ୍ବଳ ପୋଷ୍ଟ…

ନିର୍ବାଚନ ଫଳାଫଳ ପୂର୍ବରୁ ଖଡ଼େଗଙ୍କ…

ଓଏଲ୍‌ ବ୍ୟୁରୋ: ୨୦୨୪ ମହାଲଢ଼େଇରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷ ହେଲା ୨୦୨୪ ଲୋକସଭା ଓ ଓଡ଼ିଶା ବିଧାନସଭା ପାଇଁ ମତଦାନ। ଜୁନ୍‌ ୪ରେ ପ୍ରକାଶ ପାଇବ ଫଳାଫଳ। ନିର୍ବାଚନ ସମୟରେ ମୋଦି ସରକାର ୪୦୦ ପାର ନାରା ଦେଇ ପ୍ରଚାର କରୁଥିବା ବେଳେ ନିର୍ବାଚନର ଶେଷ ପର୍ଯ୍ୟାୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡଗେ…

ଆଉ କିଛି ସମୟ ପରେ ଭାରତ-ବାଂଲାଦେଶ…

ଓଏଲ୍‌ ବ୍ୟୁରୋ: ବାଜିସାରିଲାଣି ବିଗୁଲ। ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ମହାକୁମ୍ଭ। ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିମ୍ଭା ପୂର୍ବରୁ ଟିମ ଇଣ୍ଡିଆ ଶନିବାର ବାଂଲାଦେଶ ବିପକ୍ଷରେ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ଖେଳିବ। ଆମେରିକା ଓ ଭାରତର ଟାଇମ୍‌ ଜୋନ୍‌ ଭିନ୍ନଭିନ୍ନ ରହୁଥିବାରୁ କେଉଁ…

ଅପରାହ୍ନ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ମହାଲଢ଼େଇରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଆଉ ମାତ୍ର କିଛି ସମୟର ଅନ୍ତର ପରେ ଶେଷ ହେବ ମତଦାନ। ତେବେ ମିଳିଥିବା ସୂଚନା ମୁତାବକ ଅପରାହ୍ନ ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ଭୋଟ୍ ପଡିଛି। ବାଲେଶ୍ବର ଜିଲ୍ଲାରେ ୬୧.୯୪ ପ୍ରତିଶତ, ଭଦ୍ରକରେ ୫୬.୬୮ ପ୍ରତିଶତ, କଟକରେ ୬୭.୯୬…

ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ,…

ଓଏଲ୍‌ ବ୍ୟୁରୋ: ଆଉ କିଛି ସମୟ ପରେ ଶେଷ ହେବ ଅନ୍ତିମ ଚରଣ ମତଦାନ। ପୂର୍ବରୁ ୩ଟି ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିବା ବଳେ ଶେଷ ପର୍ଯ୍ୟାୟରେ ମତଦାନ ସମୟରେ ଗଣ୍ଡଗୋଳ ଭଳି ସ୍ଥିତି ଉପୁଜିଥିବାର ଦେଖିବାକୁ ମିଳିଛି। ଏସବୁ ମଧ୍ୟରେ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନିଆଳି…

ବୁଥ୍‌ ସାମ୍ନାରେ ସ୍ତ୍ରୀକୁ ମାରିଦେଲା…

ଓଏଲ୍‌ ବ୍ୟୁରୋ: ମତଦାନ ବେଳେ ଅଘଟଣ। ବୁଥ୍‌ ଆଗରେ ପଡ଼ିଲା ରକ୍ତର ଛିଟା। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କାଉପୁର ପଞ୍ଚାୟତର ମୁକ୍ତାଡ଼ିହି ଗାଁର ୪ ନମ୍ବର ବୁଥ ସାମ୍ନାରେ ସ୍ତ୍ରୀଙ୍କ ହତ୍ୟା କଲା ସ୍ବାମୀ। ଭୋଟ୍ ଦେବାକୁ ଯାଇଥିବା ବେଳେ ମହିଳାଙ୍କୁ ବୁଥ୍‌ ସମ୍ମୁଖରେ ତାଙ୍କ ସ୍ୱାମୀ ହତ୍ୟା କରିଥିବା…

ଭୋଟ ଦେଉଛି ଓଡ଼ିଶା: ଦିନ ୩ଟା ସୁଦ୍ଧା…

ଓଏଲ୍‌ ବ୍ୟୁରୋ: ଆଜି ପୁରା ଦେଶରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ। ଏଥିସହିତ ଭୋଟ ଦେଉଛି ଓଡ଼ିଶା। ମନପସନ୍ଦର ନେତା ବାଛୁଛନ୍ତି ଜନତା। ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ତେବେ ମିଳିଥିବା ସୂଚନା ମୁତାବକ ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ଭୋଟ୍ ପଡିଛି। ବାଲେଶ୍ବର ଜିଲ୍ଲାରେ…

ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର…

ଓଏଲ୍‌ ବ୍ୟୁରୋ: ଆଜି ଦେଶରେ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି। ଜୁନ୍‌ ୪ ତାରିଖରେ ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଏଲପିଜି ସିଲିଣ୍ଡର ଦର କମିଛି। ଦେଶର ତୈଳ ମାର୍କେଟିଂ କମ୍ପାନୀ (ଓଏମ୍‌ସିଏସ୍‌) ଓ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ଜୁନ୍‌ ପହିଲାରୁ ୧୯…

ଭୋଟ ଦେଉଛି ଓଡ଼ିଶା: ଦିନ ୧ଟା ସୁଦ୍ଧା…

ଓଏଲ୍‌ ବ୍ୟୁରୋ: ଆଜି ପୁରା ଦେଶରେ ପଡୁଛି ଶେଷ ପର୍ଯ୍ୟାୟ ଭୋଟ। ଏଥିସହିତ ଭୋଟ ଦେଉଛି ଓଡ଼ିଶା। ମନପସନ୍ଦର ନେତା ବାଛୁଛନ୍ତି ଜନତା। ଓଡ଼ିଶାରେ ୪ର୍ଥ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ତେବେ ମିଳିଥିବା ସୂଚନା ମୁତାବକ ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ଭୋଟ୍ ପଡିଛି। ବାଲେଶ୍ବର ଜିଲ୍ଲାରେ…