Odisha Link
Bridging the Missing Links in Odisha

କ୍ରିକେଟରୁ ଅବସର ନେଲେ ଦୀନେଶ କାର୍ତ୍ତିକ, ନିକଟରେ ଛଳ ଛଳ ଆଖିରେ ଆଇପିଏଲକୁ କରିଥିଲେ ବାଏ ବାଏ

ଓଏଲ୍‌ ବ୍ୟୁରୋ:ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ ଟି-୨୦ ବିଶ୍ବକପ୍‌ ୨୦୨୪। ମହାକୁମ୍ଭ ଆରମ୍ଭ ହେବାର କିଛି ଘଣ୍ଟା ପୂର୍ବରୁ ରତୀୟ କ୍ରିକେଟ ଦଳର ଅନୁଭବୀ ଓ୍ବିକେଟକିପର ବ୍ୟାଟସମ୍ୟାନ୍‌ ଦୀନେଶ କାର୍ତ୍ତିକ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଏକ ଭାବ ବିହ୍ବଳ ପୋଷ୍ଟ କରିଛନ୍ତି। ନିକଟରେ ଛଳ ଛଳ ଆଖିରେ ଇଣ୍ଡିଆନ ପ୍ରିମିୟର ଲିଗରୁ ଅବସର ନେଇଥିଲେ ଦୀନେଶ।

Leave A Reply

Your email address will not be published.