Odisha Link
Bridging the Missing Links in Odisha
Daily Archives

June 3, 2024

ତାଜ୍‌ ଏକ୍ସପ୍ରେସରେ ଅଗ୍ନିକାଣ୍ଡ,…

ଓଏଲ୍‌ ବ୍ୟୁରୋ: ତାଜ୍‌ ଏକ୍ସପ୍ରେସ ଟ୍ରେନ୍‌ରେ ଭୟଙ୍କର ନିଆଁ। ଚଳନ୍ତା ଟ୍ରେନ୍‌ରେ ନିଆଁ ଲାଗିଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଦିଲ୍ଲୀର ସରିତା ବିହାରରେ ତାଜ ଏକ୍ସପ୍ରେସର ୪ଟି ବଗିରେ ନିଆଁ ଲାଗିଥିଳା। ଏହି ବଡ଼ ଦୁର୍ଘଟଣାଟି ତୁଗଲକାବାଦ-ଓଖଲା ମଧ୍ୟରେ ହୋଇଛି। ରେଳ ବିଭାଗରୁ ମିଳିଥିବା…

ଛକା ମାରିବା ପରେ ହଠାତ୍ ତଳେ ପଡ଼ିଗଲେ,…

ଓଏଲ୍‌ ବ୍ୟୁରୋ: ମୃତ୍ୟୁ କେତେବଳେ ଆଉ କେମିତି ଆସିବ ତାହା ସମସ୍ତଙ୍କୁ ଅଜଣା। କ୍ରିକେଟ ଖେଳୁଥିଲେ ହଠାତ୍‌ ଗଳି ପଡ଼ିଲେ ଖେଳାଳି। ମହାରାଷ୍ଟ୍ରର ମୁମ୍ବାଇ ନିକଟସ୍ଥ ମୀରା ରୋଡରେ କ୍ରିକେଟ୍ ଖେଳୁଥିବାବେଳେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ମୀରା ରୋଡରେ ବହୁ ଲୋକ…

କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ…

ଓଏଲ୍‌ ବ୍ୟୁରୋ: ଦୀନେଶ କାର୍ତ୍ତିକଙ୍କ ପରେ କ୍ରିକେଟରୁ ଅବସର ନେଲେ ଷ୍ଟାର କ୍ରିକେଟର କେଦାର ଯାଦବ। ୩୯ ବର୍ଷିୟ କେଦାର ଯାଦବ ଅବସର ନେବା ସମ୍ପର୍କିତ ଖବର ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଥିଲେ। ଅପରାହ୍ନ ୩ଟା ସମୟରେ ଅବସର ସମ୍ପର୍କିତ ସୂଚନା ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ସୂଚନାଥାଉକି,…

ରାତି ପାହିଲେ ଆସିବ ଜନାଦେଶ, ତା ପୂର୍ବରୁ…

ଓଏଲ୍‌ ବ୍ୟୁରୋ: ଭାଙ୍ଗିଲା ଓଡ଼ିଶା ବିଧାନସଭା। ଷୋଡ଼ଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ ରଘୁବର ଦାସ। ୨୦୨୪ ଜନାଦେଶ ଫଳାଫଳ ଆସିବା ପୂର୍ବରୁ ଭାଙ୍ଗିଗଲା ଓଡ଼ିଶା ବିଧାନସଭା। ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଅପରାହ୍ନରେ ବିଧାନସଭା ଭଙ୍ଗ ନେଇ ରାଜ୍ୟ…

ରାତି ପାହିଲେ ଆରମ୍ଭ ହେବ ଭୋଟ ଗଣତି,…

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ଭୋଟ ଦେଇସାରିଛନ୍ତି ଜନତା। ଆଉ କିଏ କେତେ ସିଟ୍ ପାଇବ ସେନେଇ ଦାବି କରିସାରିଲେଣି ନେତା। ଆସନ୍ତାକାଲି ସାରା ଦେଶରେ ଭୋଟ୍ ଗଣତି ହେବ। ରାଜ୍ୟରେ ୧୬୮ଟି କେନ୍ଦ୍ରରେ ହେବ ଭୋଟ୍ ଗଣତି। ୧୪୭ଟି ବିଧାନସଭା ଆସନ ପାଇଁ ୧୪୭ଟି କେନ୍ଦ୍ର ହୋଇଥିବାବେଳେ ୨୧ଟି…

ଅମୁଲ ପରେ କ୍ଷୀର ଦାମ୍‌ ବଢ଼ାଇଲା ମଦର…

ଓଏଲ୍‌ ବ୍ୟୁରୋ: ଜନାଦେଶ ଆସିବା ଆଗରୁ ମାହାଙ୍ଗା ମାଡ଼ ଆରମ୍ଭ ହୋଇଯାଇଛି। ଅମୁଲ ପରେ ମଦର ଡାଏରୀ ମଧ୍ୟ କ୍ଷୀର ମୂଲ୍ୟ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଛି। ଗତ ୧୫ ମାସରେ ବିଭିନ୍ନ ସାମଗ୍ରୀର ବୃଦ୍ଧି କାରଣରୁ କ୍ଷୀର ଦର ବୃଦ୍ଧି ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି। ସାଧାରଣ ନିର୍ବାଚନର ଠିକ୍ ପରେ…

ଆସାମରେ ବନ୍ୟାର ବିତ୍ପାତ, ଗଲାଣି ୧୪ରୁ…

ଓଏଲ୍‌ ବ୍ୟୁରୋ: ଆସାମର ଉତ୍ତର-ପୂର୍ବ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତି ଯୋଗୁଁ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଲାଣି। ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ସେପଟେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ସୂଚନା…

କାଲିଠୁ ପୁଣି ବଢ଼ିବ ତାତି, ୫ ଦିନ ଜାରି…

ଓଏଲ୍‌ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି କାଳବୈଶାଖୀ ବର୍ଷା। ଯାହାଫଳରେ କିଛି ସ୍ଥାନରେ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ହେଲେ କାଲିଠୁ ପୁଣି ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ…

ଡାକ୍ତର ଅମ୍ଳାନ ଭୋଇଙ୍କ ମିଳୁନି ପତ୍ତା,…

ଓଏଲ୍‌ ବ୍ୟୁରୋ: କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇଙ୍କ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମାଲକାନଗିରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଦୁଇ ଦିନ ହେଲା ଅପହୃତ ହୋଇଥିବା ଅଭିଯୋଗ ହୋଇଛି। ଶନିବାରଠୁ ତାଙ୍କର କୌଣସି ଖୋଜଖବର ମିଳିନଥିବା ବେଳେ…

ଫଳାଫଳର ଦିନକ ପୂର୍ବରୁ ସୋନିଆଙ୍କ…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ଆସିବ ଜନାଦେଶ। ହାତୀ କାହା ମୁଣ୍ଡରେ କଳସ ଢ଼ାଳିବ, କିଏ ସରକାର ଗଢ଼ିବ ସବୁକିଛି ହୋଇଯିବ ସ୍ପଷ୍ଟ। ହେଲେ ଏହା ପୂର୍ବରୁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ବୁଥ୍‌ ବାହୁଡ଼ା ମତ ଆସି ସାରିଛି। ତେବେ ପ୍ରକାଶ ପାଇଥିବା ବିଭିନ୍ନ ବୁଥ୍‌ ବାହୁଡ଼ା ମତ ଅନୁସାରେ କେନ୍ଦ୍ରରେ ତୃତୀୟ ଥର…