ରାତି ପାହିଲେ ଆସିବ ଜନାଦେଶ, ତାପୂର୍ବରୁ…
ଓଏଲ୍ ବ୍ୟୁରୋ: ରାତି ପାହିଲେ ଆସିବ ଜନାଦେଶ। ଗଣତନ୍ତ୍ରର ମହାପର୍ବର ଫଳାଫଳକୁ ଅପେକ୍ଷା କରିଛନ୍ତି ଦେଶବାସୀ। ନିର୍ବାଚନ ଫଳାଫଳର ଦିନକ ପୂର୍ବରୁ ସେୟାର ମାର୍କେଟରେ ଦେଖିବାକୁ ମିଳିଛି ଉତ୍ସାହ। ସୋମବାର ସେନସେକ୍ସ ୨୦୦୦ ପଏଣ୍ଟ ଉପରକୁ ଉଠି ୭୬,୭୩୮ରେ କାରବାର ଆରମ୍ଭ କରିଛି। ସେହିପରି ନିଫ୍ଟି ୬୫୦…