Odisha Link
Bridging the Missing Links in Odisha
Daily Archives

June 4, 2024

ବଡ଼ ପରଦାରୁ ରାଜନୈତିକ ମୈଦାନ, ସବୁଠି…

ଓଏଲ୍‌ ବ୍ୟୁରୋ: ଚଳଚ୍ଚିତ୍ର ଦୁନିଆରେ ଦର୍ଶକଙ୍କ ମନ ମୋହୁଥିବା ସୁପରହିଟ୍‌ ଯୋଡ଼ି ହେଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ। ପରଦାରେ ଦର୍ଶକଙ୍କ ମନ ଜିଣିବା ପରେ ଏବେ ରାଜନୀତିରେ ଜନତାଙ୍କ ଭରସା ଜିତିଛନ୍ତି ଏହି ଚର୍ଚ୍ଚିତ ଯୋଡ଼ି। ଏକଦା ଓଡ଼ିଆ ସିନେମା ଜଗତରେ ହଇଚଇ ସୃଷ୍ଟି କରିଥିବା…

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ…

ଓଏଲ୍‌ ବ୍ୟୁରୋ:ଜାତୀୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଓଡ଼ିଶାରେ ଏଥର ରୋଚକ ସ୍ଥିତି ଦେଖିବାକୁ ମିଳିଛି। ୨୫ ବର୍ଷ ପରେ ଓଡ଼ିଶା ରାଜନୀତିରେ ବଡ଼ ଓଲଟପାଲଟ ଦେଖିବାକୁ ମିଳିଛି। ଭାରତୀୟ ଜନତା ପାର୍ଟି ମ୍ୟାଜିକ ନମ୍ବର ଅତିକ୍ରମ କରଥିବା ବେଳେ ବିଜେଡି ୫୨ ଆସନରେ ବାଜିମାତ କରିଛି। ଓଡ଼ିଶାରେ…

ଜୟପୁର ଆସନ ହାତେଇଲା କଂଗ୍ରେସ, ପୁଣି…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଚମକାଇ ଦେଇଛି। ରାଜ୍ୟର ଶାସକଦଳ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ହେଲେ ପୁଣି ଥରେ ତାରା ପ୍ରସାଦ ବାହିନୀ…

ସମ୍ବଲପୁର ଲୋକସଭା ଆସନ ଦଖଲ କଲେ…

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ଲୋକସଭା ଆସନରେ ବିଜୟୀ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ହରାଇ ବିଜୟୀ ହୋଇଛନ୍ତି ଧର୍ମେନ୍ଦ୍ର। ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଟ ୫ ଲକ୍ଷ ୮୭ ହଜାର ୮୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ…

ଓଡ଼ିଶାରେ ବିଜେଡିର ପରାଜୟ : ୧୦ଟି କାରଣ

ଓଡ଼ିଶାରେ ୨୦୧୯ ସାଧାରଣ ନିର୍ବାଚନ ଭଳି ଚଳିତ ଥର ମଧ୍ୟ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହୋଇଛି । ବାହୁଡ଼ା ମତ ଠାରୁ ବାସ୍ତବ ମତ ଭିନ୍ନ ସାବ୍ୟସ୍ତ ହୋଇଛି । ପ୍ରଭେଦ ଏତିକି, ୨୦୧୯ରେ ବିଜୁ ଜନତା ଦଳ ବାହୁଡ଼ା ମତ ଠାରୁ ଯଥେଷ୍ଟ ଅଧିକ ଆସନ ଜିତିଥିବାବେଳେ ଚଳିତ ନିର୍ବାଚନରେ ଏହି ଆଞ୍ଚଳିକ ଦଳ ବାହୁଡ଼ା…

ପୁଣି ହିଞ୍ଜିଳି ଆସନରେ ବାଜି ମାରିଲେ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ହେଲେ ପୁଣି ଥରେ ହିଞ୍ଜିଳରେ ବିଧାନସଭା ଆସନରେ…

ଭୁବନେଶ୍ୱରରେ ସଂସଦୀୟ କ୍ଷେତ୍ରରେ…

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଏପର୍ଯ୍ୟନ୍ତ କଡ଼ା ଟକ୍କର ଦେଖିବାକୁ ମିଳିଛି। ମ୍ୟାଜିକ ନମ୍ବର ଦୃଷ୍ଟିରୁ ଆଗୁଆ ରହିଛି ଏନଡିଏ। ସେହିଭଳି ଓଡ଼ିଶା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ…

କୋରାପୁଟ ସଂସଦୀୟ କ୍ଷେତ୍ର ଦଖଲ କଲେ…

ଓଏଲ୍‌ ବ୍ୟୁରୋ: ଆସିଲା ଜନାଦେଶ ୨୦୨୪। ଓଡ଼ିଶାରେ ଏକମାତ୍ର କଂଗ୍ରେସ ସାଂସଦ ପ୍ରାର୍ଥୀ ଭାବେ ବିଜୟୀ ହେଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା। ଫଳାଫଳ ଆସିବା ପୂର୍ବରୁ ନିଜକୁ ବିଜୟୀ ବୋଲି ଭବିଷ୍ୟବାଣୀ କରିଥିଲେ ସପ୍ତଗିରି ଉଲାକା। ତାହା ଆଜି ସତ ହୋଇଛି। ସେ ବିଜେଡି ପ୍ରାର୍ଥିନୀ କୌଶଲ୍ୟା ହିକ୍କାଙ୍କୁ…

‘ବିଜେପିର ପ୍ରଦର୍ଶନ ନୈରାଶଜନକ’

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଏନଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଏପର୍ଯ୍ୟନ୍ତ କଡ଼ା ଟକ୍କର ଦେଖିବାକୁ ମିଳିଛି। ମ୍ୟାଜିକ ନମ୍ବର ଦୃଷ୍ଟିରୁ ଆଗୁଆ ରହିଛି ଏନଡିଏ। ଏସବୁ ଭିତରେ ଲଗାତାର ତୃତୀୟଥର ପାଇଁ ବାରଣାସୀ ଆସନରୁ ଜିତିଲେ ନରେନ୍ଦ୍ର ମୋଦି। ୧ ଲକ୍ଷ ୫୨ ହଜାର ୫୧୩ ଖଣ୍ଡ ଭୋଟରେ ବିଜୟୀ ହେଲେ ମୋଦି।…

ଇନ୍ଦୋରରେ ୩ଟି ରେକର୍ଡ: ନୋଟାକୁ ମିଳିଲା…

ଓଏଲ୍‌ ବ୍ୟୁରୋ: ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନ ହାତେଇଲା ଭାରତୀୟ ଜନତା ପାର୍ଟି। ବିଜେପି ପ୍ରାର୍ଥୀ ଶଙ୍କର ଲଲଓ୍ବାନି ୧୦,୦୮,୦୦୭ ଭୋଟରେ ବିଜୟୀ ହୋଇଛନ୍ତି। ସେ ମୋଟ ୧୨,୨୬,୭୫୧ ଭୋଟ ପାଇଛନ୍ତି ତାଙ୍କ ପଛକୁ ବହୁଜନ ସମାଜ ପାର୍ଟି ପ୍ରାର୍ଥି ସଞ୍ଜୟ ମାତ୍ର ୫୧,୬୫୯ ଖଣ୍ଡ ଭୋଟ ପାଇଛନ୍ତି। ସବୁଠୁ…