Odisha Link
Bridging the Missing Links in Odisha

ସମ୍ବଲପୁର ଆସନ: ବାଜି ମାରିଲେ ଜୟନାରାୟଣ ମିଶ୍ର

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ଜୋରଦାର ଟକ୍କର ସହ ସମ୍ବଲପୁର ଆସନରୁ ବାଜି ମାରିଲେ ଜୟନାରାୟଣ ମିଶ୍ର। ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ପଛରେ ପକାଇ ସମ୍ବଲପୁର ଆସନରୁ ବାଜି ମାରିଲେ ଜୟନାରାୟଣ ମିଶ୍ର।

Leave A Reply

Your email address will not be published.