Odisha Link
Bridging the Missing Links in Odisha
Daily Archives

June 4, 2024

ଦଶପଲ୍ଲା ଆସନ: ବାଜି ମାରିଲେ ରମେଶ…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ଜୋରଦାର ଟକ୍କର ସହ ଜିତିଲେ ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲା ଆସନରୁ ଲଢୁଥିବା ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ବିଜୟୀ ହେଇଛନ୍ତି। ବିଜେପି ପ୍ରାର୍ଥୀ ରାଘବ ମଲ୍ଲିକଙ୍କଠାରୁ ୬୩୫୨ ଭୋଟ୍ ବ୍ୟବଧାନରେ ବିଜୟୀ ହେଇଛନ୍ତି ବିଜେଡି…

ଭୁବନେଶ୍ୱର ମଧ୍ୟ ଆସନ: ଜିତିଲେ ଅନନ୍ତ,…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ଜୋରଦାର ଟକ୍କର ସହ ଜିତିଲେ ଅନନ୍ତ ନାରାୟଣ ଜେନା। ଭୁବନେଶ୍ୱର ମଧ୍ୟ ଆସନରୁ ଲଢୁଥିବା ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହେଇଛନ୍ତି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠାରୁ ମାତ୍ର ଅଳ୍ପ କିଛି ଭୋଟ୍ ବ୍ୟବଧାନରେ…

ଆଳି ଆସନରେ ବିଜେଡିର ବାଜିମାତ, ଜିତିଲେ…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ଆଳି ଆସନରେ ବିଜେଡି ବାଜି ମାରିଛି। ବିଜେଡି ପ୍ରାର୍ଥୀ ପ୍ରତାପ ଦେବ ଆଳି ବିଧାନସଭା ଆସନରେ ବିଜୟୀ ଲାଭ କରିଛନ୍ତି। ଆଳି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେବସ୍ମିତା ଶର୍ମା ଦ୍ୱିତୀୟରେ…

‘ଗଡ଼’ ରକ୍ଷା କଲେ ଅରୁଣ,…

ଓଏଲ୍‌ ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ନୟାଗଡ଼ ବିଧାନସଭା ଆସନରେ ବିଜୟ ଲାଭ କରିଛନ୍ତି ବିଧାୟକ ଅରୁଣ ସାହୁ। ଲଗାତାର ୫ମ ଥର ପାଇଁ ନୟାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ଅରୁଣ ସାହୁ। ସେ…

ବରୀ ଆସନରେ ବିଜେଡିର ବଡ଼ ବିଜୟ, ବାଜି…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ବରୀ ଆସନରୁ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ବଡ଼ ବିଜୟ ହାସଲ କରିଛନ୍ତି। ବିଜେପି ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନାଙ୍କ ଠାରୁ ବଡ଼ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ବାଜି ମାରିଥିବା ସୂଚନା ରହିଛି।

ଝାରସୁଗୁଡ଼ା: ଜିତିଲେ ଟଙ୍କଧର, ହାରିଲେ…

ଓଏଲ୍‌ ବ୍ୟୁରୋ: ରୋଚକ ସ୍ଥିତିରେ ଓଡ଼ିଶା ରାଜନୀତି। ଚଳିତ ନିର୍ବାଚନରେ ବିଜେଡ-ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଟଙ୍କଧର…

ବ୍ରଜରାଜନଗର ଆସନ: ବାଜି ମାରିଲେ ସୁରେଶ…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ଆସିଲା ଓଡ଼ିଶା ଜନାଦେଶ। ବ୍ରଜରାଜନଗର ଆସନରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ବିଜୟୀ ଘୋଷଣା ହୋଇଥିବା ସୂଚନା ରହିଛି। ବ୍ରଜରାଜନଗର ଆସନରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ୨୬୫୮୨ ଭୋଟରେ ବିଜୟୀ ଲାଭ କରିଛନ୍ତି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ପଛରେ…

ବିଧାନସଭା ଫଳାଫଳ: ହିଞ୍ଜିଳିରେ ଓ…

ଓଏଲ୍‌ ବ୍ୟୁରୋ: ଚାଲିଛି ଭୋଟ ଗଣତି। କିଏ ଗଢ଼ିବ ସରକାର ଆଉ କିଛି ସମୟ ପରେ ହୋଇଯିବ ସ୍ପଷ୍ଟ। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଗତଥର ଭଳି ଏଥର ଦୁଇଟି ଆସନରୁ ନିିର୍ବାଚନ ଲଢ଼ିଥିଲେ। ହିଞ୍ଜିଳି ଓ କଣ୍ଟାବାଞ୍ଜିରେ ନବୀନ ପ୍ରାର୍ଥୀ ହୋଇଥିଲେ। ବର୍ତ୍ତମାନ…

ଓଡ଼ିଶା ବିଧାନସଭା ଫଳାଫଳ: ବିଜେପି ୭୦,…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍‌ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍‌ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୭୦ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି ୬୧ଟି ଆସନରେ ବିଜେଡି ଆଗରେ ରହିଥିବା ବେଳେ…

ରାଉରକେଲା ବିଧାନସଭା ଆସନ: ସପ୍ତମ ରାଉଣ୍ଡ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍‌ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍‌ ଗଣତି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଓଡିଶାର ୭୪ଟି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ ରହିଛନ୍ତି। ସେହିପରି ୫୬ଟି ଆସନରେ ବିଜେଡି ଆଗରେ…