Odisha Link
Bridging the Missing Links in Odisha

ରାଉରକେଲାରେ ହାରିଲେ ଦିଲ୍ଲୀପ, ବାଜି ମାରିଲେ ସାରଦା ନାୟକ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ବିଧାନସଭା ନିର୍ବାଚନର ଫଳାଫଳର ପ୍ରାରମ୍ଭିକ ଧାରାରେ ରାଜ୍ୟରେ ଶାସକ ବିଜେଡି ପଛରେ ପଡ଼ିଛି। ୨୫ବର୍ଷ ପରେ ରାଜ୍ୟରେ ଓଡ଼ିଶାରେ ପରିବର୍ତ୍ତନର ପବନ ବହିଛି। ୨୫ ବର୍ଷ ପରେ ରାଜ୍ୟର ରାଜନୈତିକ ସମୀକରଣରେ ନୂଆ ଧାରା ଦେଖିବାକୁ ମିଳିଛି। ହେଲେ ରାଉରକେଲା ଆସନରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ପରାସ୍ତ କରିଛନ୍ତି ସାରଦା ପ୍ରସାଦ ନାୟକ। ୩୫୫୨ ଭୋଟରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ପରାସ୍ତ କରିଛନ୍ତି ସାରଦା ପ୍ରସାଦ ନାୟକ।

Leave A Reply

Your email address will not be published.