Odisha Link
Bridging the Missing Links in Odisha
Daily Archives

June 5, 2024

ଏନଡିଏ ନେତା ନିର୍ବାଚିତ ହେଲେ ମୋଦି

ଓଏଲ୍‌ ବ୍ୟୁରୋ: ଶେଷ ହେଲା ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଣ୍ଟ)ର ବୈଠକ। ନୂଆଦିଲ୍ଲୀରେ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଏନଡିଏ ବୈଠକରେ ବିଜେପି, ଜେଡିୟୁ, ଟିଡିପି ସମେତ ଅନ୍ୟାନ୍ୟ ସହଯୋଗୀ ଦଳଗୁଡ଼ିକର ନେତାମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ବୈଠକରେ ନରେନ୍ଦ୍ର…

ଆଜିଠୁ ଟିମ୍‌ ଇଣ୍ଡିଆର ବିଶ୍ବକପ୍‌…

ଓଏଲ୍‌ ବ୍ୟୁରୋ: ଆଉକିିଛି ସମୟର ଅପେକ୍ଷା। ଟି-୨୦ ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ୧୧ ବର୍ଷ ପରେ ଆଇସିସି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ଲକ୍ଷ୍ୟ ନେଇ ଆଜି ପଡ଼ିଆକୁ ଓହ୍ଲାଇବ ଭାରତ। ରୋହିତ ବାହିନୀ ପ୍ରଥମ ମୁକାବିଲାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ। ଏହି ମୁକାବିଲା ନ୍ୟୁୟକର୍କର ନସାଉ…

ସପ୍ତଦଶ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ଭାଙ୍ଗିଲା ସପ୍ତଦଶ ଲୋକସଭା। ଭଙ୍ଗ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆ ସରକାର ଗଠନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଷ୍ଟ୍ରପତି ଭବନକୁ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ଦେଇଥିଲେ। ଏହା ପରେ ରାଷ୍ଟ୍ରପତି ଲୋକସଭା ଭଙ୍ଗ…

ଦିଲ୍ଲୀରେ ସରିଲା ମହାବୈଠକ, ଏନଡିଏକୁ…

ଓଏଲ୍‌ ବ୍ୟୁରୋ: ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି ଏନଡିଏ। ଦିଲ୍ଲୀରେ ବସିଥିବା ଏନଡିଏ ବୈଠକରେ ନରେନ୍ଦ୍ର ମୋଦି ସରକାର ଗଠନ କରିବାକୁ ସମର୍ଥନ ଜଣାଇଲେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର।

ନବୀନ ନିବାସରେ ନବନିର୍ବାଚିତ ବିଧାୟକ

ଓଏଲ୍‌ ବ୍ୟୁରୋ: ନବୀନ ନିବାସରେ ନବନିର୍ବାଚିତ ବିଜେଡି ବିଧାୟକ। ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରୁଛନ୍ତି ବିଜୟୀ ବିଧାୟକ। ୫୧ ଜଣ ବିଧାୟକଙ୍କ ସହିତ ଆଲେଚନା କରିଛନ୍ତି ନବୀନ ପଟ୍ଟନାୟକ। ବିିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିକାଶର ଧାରା ଜାରି ରଖିବା…

ଚାଲିଛି ଏନଡିଏ ବୈଠକ, କିଙ୍ଗମେକର ନୀତୀଶ…

ଓଏଲ୍‌ ବ୍ୟୁରୋ: ଚଳିତ ଲୋକସଭା ନିର୍ବାଚନରେ ୧୨ଟି ଆସନରେ ବିଜୟ ଓ ବିଜେପି ଏକାକି ବହୁମତ ହାସଲ କରିବାରେ ବିଫଳ ହେବା ପରେ ଏନଡିଏର ପ୍ରମୁଖ ସହଯୋଗୀ ଭାବେ ଉଭା ହୋଇଛନ୍ତି ନୀତୀଶ କୁମାର। ଚଳିତ ନିର୍ବାଚନରେ ନୀତୀଶ କୁମାରଙ୍କ ଜେଡିୟୁ ୧୨ଟି ଆସନରେ ବିଜୟୀ ହୋଇଛି। ଏସବୁ ମଧ୍ୟରେ ନୀତୀଶ କୁମାର ବିହାରକୁ…

ସତକୁ ଯିଏ ବୁଝେନି, ସିଏ ଅଧିକ ଦିନ…

ଓଏଲ୍‌ ବ୍ୟୁରୋ: ବଦଳିଛି ଓଡ଼ିଶା ରାଜନୀତିର ଦୃଶ୍ୟପଟ୍ଟ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ୨୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଭାବେ ରହିବା ସହିତ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ନେତା ନବୀନ…

ପୁରୀ ବାଣ ବିସ୍ଫୋରଣ ଘଟଣା: ତଦନ୍ତ ଆରମ୍ଭ…

ଓଏଲ୍‌ ବ୍ୟୁରୋ: ପୁରୀ ନରେନ୍ଦ୍ର ପୁଷ୍କରଣୀ ଦେବୀ ଘାଟ ଠାରେ ବାଣ ବିସ୍ଫୋରଣ ଟ୍ରାଜେଡି ଘଟଣାରେ ମୃତ୍ୟୁ ସଂଖ୍ୟା ୧୫ରେ ପହଂଚିଛି। ଘଟଣାରେ ଅନ୍ୟ ୧୨ଜଣ ବର୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ୩ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହୋଇଯାଇଥିବାରୁ ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ…

ବିଶ୍ୱ ପରିବେଶ ଦିବସରେ ବରମୁଣ୍ଡା…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ବିଶ୍ୱ ପରିବେଶ ଦିବସ। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏହି ଦିନ ପାଳନ କରାଯାଉଛି। ପରିବେଶକୁ ପ୍ରଦୂଷଣରୁ କିପରି ରୋକାଯାଇ ପାରିବ ସେନେଇ ସଚେତନତା ସୃଷ୍ଟି କରାଯାଉଛି। ଚଳିତ ବର୍ଷର ଥିମ୍‌‌ ‘ଭୂମି ପୁନରୁଦ୍ଧାର କର, ପୃଥିବୀକୁ ପୁନର୍ଜୀବିତ କର’ ରଖାଯାଇଛି। ଏହି…

ଦିଲ୍ଲୀ ରାଜନୀତି ହଲଚଲ, ଏନଡିଏର…

ଓଏଲ୍‌ ବ୍ୟୁରୋ: ଆସି ସାରିଛି ଲୋକସଭା ନିର୍ବାଚନ ଫଳାଫଳ। ଏନଡିଏ ଗରିଷ୍ଠତା ହାସଲ କରି ସାରିଥିଲେ ବି ଜାତୀୟ ରାଜନୀତି ହଲଚଲ। କାରଣ ବିଗତ ୨ ଥର ଲୋକସଭା ନିର୍ବାଚନରେ ବିଜେପି ନିଜେ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା କିନ୍ତୁ ଚଳିତ ନିର୍ବାଚନ ଫଳାଫଳରେ ବିଜେପି ମ୍ୟାଜିକ ନମ୍ବର ଛୁଇଁ ପାରି ନାହିଁ। ତେଣୁ…