Odisha Link
Bridging the Missing Links in Odisha

ଦିଲ୍ଲୀରେ ସରିଲା ମହାବୈଠକ, ଏନଡିଏକୁ ସମର୍ଥନ ଜଣାଇଲେ ଟିଡିପି ଓ ଜେଡିୟୁ

ଓଏଲ୍‌ ବ୍ୟୁରୋ: ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି ଏନଡିଏ। ଦିଲ୍ଲୀରେ ବସିଥିବା ଏନଡିଏ ବୈଠକରେ ନରେନ୍ଦ୍ର ମୋଦି ସରକାର ଗଠନ କରିବାକୁ ସମର୍ଥନ ଜଣାଇଲେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର।

Leave A Reply

Your email address will not be published.