Odisha Link
Bridging the Missing Links in Odisha
Daily Archives

June 7, 2024

ପାକିସ୍ତାନକୁ ଧୂଳି ଚଟାଇଲେ ଭାରତୀୟ…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଟି-୨୦ ବିଶ୍ବକପ୍‌ ଆୟୋଜନ କରୁଥିବା ଏବଂ ପ୍ରଥମ ଥର ପାଇଁ ବିଶ୍ବକପ୍‌ ଖେଳୁଥିବା ଆମେରିକା ଦଳ ବିଶ୍ବ କ୍ରିକେଟରେ ଇତିହାସ ରଚି ଦେଇଛି। ୨୦୦୯ ମସିହାରେ ଟି-୨୦ ବିଶ୍ବକପ୍‌ ବିଜେତା ପାକିସ୍ତାନ ଦଳକୁ ସୁପର ଓଭର ମୁକାବିଲାରେ ହରାଇ ଦେଇଛି। ଚଳିତ ବିଶ୍ବକପ୍‌ରେ ଏହା ହେଉଛି…

ସଜେଇ ହେଉଛି ଜନତା ମୈଦାନ, ୧୦ରେ ଶପଥ…

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଓଡ଼ିଶାରେ ବିଜେପି…

ରାଜ୍ୟରୁ ହଟିଲା ନିର୍ବାଚନୀ ଆଚରଣ ବିଧି,…

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଗଣତନ୍ତ୍ରର ମହାପର୍ବ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ଆଦର୍ଶ ଆଚରଣ ବିଧି ହଟାଯାଇଛି। ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଲାଗୁ ହୋଇଥିବା…

ପୁଣି ବାଲେଶ୍ବରରେ ଶୁଭିଲା ପ୍ରଚଣ୍ଡ…

ଓଏଲ୍‌ ବ୍ୟୁରୋ: ପ୍ରଚଣ୍ଡ ଶବ୍ଦ କଲା ଆତଙ୍କିତ। ଭୟରେ ଥରିଲେ ଲୋକେ। ବଡ ବୋମା ବିସ୍ଫୋରଣ ହେଲା ଭଳି ପ୍ରଚଣ୍ଡ ଶବ୍ଦରେ ଥରିଲା ସମଗ୍ର ଅଞ୍ଚଳ। ବାଲେଶ୍ବର ଜିଲ୍ଲା ସୋରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ୧ ମିନିଟରେ ୨ଥର ଶୁଭିଲା ପ୍ରଚଣ୍ଡ ଶବ୍ଦ। ଏହା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବାବେଳେ ଏନେଇ କୌଣସି…

ଲଗାତାର ଅଷ୍ଟମ ଥର ପାଇଁ ଅପରିବର୍ତ୍ତିତ…

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ସୂଚନା ପ୍ରକାଶ ପାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ ନହେବାରୁ ଇଏମଆଇ ମଧ୍ୟ ବୃଦ୍ଧି ପାଇବନି ବୋଲି ସୂଚନା ମିଳିଛି। ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର…

ଆଜି ଏନ୍‌ଡିଏର ସଂସଦୀୟ ବୋର୍ଡ ବୈଠକ,…

ଓଏଲ୍‌ ବ୍ୟୁରୋ: ଅପେକ୍ଷାର ଘଟିଲା ଅନ୍ତ। ସରକାର ଗଢିବାକୁ ମିଳି ସାରିଛି ଜନାଦେଶ। ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି। ଏସବୁ ଭିତରେ ଆଜି ଆଜି ଏନଡିଏର ସଂସଦୀୟ ଦଳ ବୈଠକ ହେବ। ଆଉ ଏହା ପୂର୍ବରୁ ଓଡ଼ିଶାର ନେତୃତ୍ୱ ପ୍ରସଙ୍ଗ ଉପରେ…

ଆଜିଠୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ,…

ଓଏଲ୍‌ ବ୍ୟୁରୋ: ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ୨୦୨୪-୨୫ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ)ରେ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଅଧୀନ…