Odisha Link
Bridging the Missing Links in Odisha
Daily Archives

June 8, 2024

ବିଜେଡି ନେତା ଉମାଙ୍କ ବିସ୍ଫୋରକ ବୟାନ,…

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ ୨୦୨୪। ନୂଆ କରି ଓଡ଼ିଶାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି ବିଜେପି। ପରାଜୟର କାରଣ ଖୋଜୁଛି ବିଜୁ ଜନତା ଦଳ। ଏସବୁ ମଧ୍ୟରେ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେଡି ନେତା ଉମା ସାମନ୍ତରାୟ। ଏଥିସହିତ ନିିର୍ବାଚନ ହାରିବା ପରର ଅସନ୍ତୋଷ ପ୍ରକାଶ କରିଛନ୍ତି ଉମା। ଉମା…

ମୋ ବସ୍‌କୁ ପିଟିଲା ଟ୍ରକ, ଦୁର୍ଘଟଣାରେ…

କଟକ: ମୋ ବସ୍‌କୁ ପିଟିଲା ଟ୍ରକ୍‌। ଯାହାଫଳରେ ୨୦ରୁ ଅଧିକ ଯାତ୍ରୀ ଆହାତ। କଟକ ତେଲେଙ୍ଗାପେଣ୍ଠ ନିକଟରେ ଦୁର୍ଘଟଣା ହୋଇଥିବା ସୂଚନା ରହିଛି। ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା। ଅନ୍ୟପଟେ ଆହତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି।…

ବ୍ରାହ୍ମଣୀରେ ବୁଡ଼ି ଚାଲଗିଲା ୨ ଜୀବନ,…

ଓଏଲ୍‌ ବ୍ୟୁରୋ: ରାଉରକେଲା ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଆଉ ଜଣେ ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ବେଦବ୍ୟାସ ମନ୍ଦିର ବୁଲିବାକୁ ଯାଇ ୬…

ବିଜେଡି ଛାଡ଼ି ବିଜେପିରେ ପ୍ରସନ୍ନ…

ଓଏଲ୍‌ ବ୍ୟୁରୋ: ସରିଛି ନିର୍ବାଚନ। ବାହାରି ସାରିଛି ଫଳାଫଳ। ହେଲେ ଏବେ ବି ଚାଲିଛି ଦଳ ଡିଆଁ ପର୍ବ। ଓଡ଼ିଶାରେ ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ବିଜେପି ପ୍ରସ୍ତୁତ ହେଉଥିବା ବେଳେ ଆଜି ପଦ୍ମ ଶିବିରେ ଯୋଗ ଦେଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ୫ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଦିଲ୍ଲୀରେ ସେ…

୫୩ ବର୍ଷ ପରେ ବିରଳ ଯୋଗ: ଗୋଟିଏ ଦିନରେ…

ଓଏଲ୍‌ ବ୍ୟୁରୋ: ଆଉ ଏକ ମାସରୁ କମ୍‌ ସମୟ ରହିଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ହାତରେ ଦୁଇଦିନ ସମୟ…

ଶ୍ରୀମନ୍ଦିର ଚାରିପଟେ ଲାଗିଲା ଲାଇଟ୍,…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚମକିବ ଶ୍ରୀମନ୍ଦିର। କାରଣ ଖବର ପରିବେଷଣ ପରେ ଶ୍ରୀମନ୍ଦିର ଚାରିପଟୁ କଢ଼ା ଯାଇଥିବା ଲାଇଟ୍‌ ଗୁଡ଼ିକୁ ପୁଣି ଲଗା ଯାଉଛି। ଆଜି ସଂଧ୍ୟାରୁ ଆଲୋକମାଳାରେ ପୁଣି ଝଲସିବ ଶ୍ରୀମନ୍ଦିର ଚର୍ତୁପାଶ୍ୱ। ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିପଟେ ଲାଇଟ୍ ଲଗାଇବା କାମ ଆରମ୍ଭ ହୋଇଛି…

ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ…

ଓଏଲ୍‌ ବ୍ୟୁରୋ: ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମାଲକାନଗିରି ଜିଲ୍ଲାରେ ପ୍ରବେଶ କରିଛି ମୌସୁମୀ। ଯାହାଫଳରେ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ବର୍ଷା ହେଉଛି। ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। କାଲି ରାତିଠୁ ମାଲକାନଗିରିର ବିଭିନ୍ନ ଅଞ୍ଚଳରେ…

ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷ ପରେ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ହାରିଛି। ବିଜେପି ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ନିର୍ବାଚନ ଫଳାଫଳରେ ବିଜେଡି ହାରିବା ପରେ ଆଜି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ସାଢ଼େ ୪ କୋଟି…

ବିଜେଡିର ପରାଜୟ ପରେ ନବୀନଙ୍କ ପ୍ରଥମ…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷ ପରେ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନରେ ହାରିଛି। ବିଜେପି ପ୍ରଥମଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି। ନିର୍ବାଚନ ଫଳାଫଳରେ ବିଜେଡି ହାରିବା ପରେ ଆଜି ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ସାଢ଼େ ୪ କୋଟି…

ଆଇପିଏସ୍ କୁଟ୍ଟେଙ୍କ ଉପରୁ ନିଲମ୍ବନ…

ଓଏଲ୍‌ ବ୍ୟୁରୋ: ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଡିଏସ କୁଟ୍ଟେଙ୍କୁ ଆଶ୍ବସ୍ତି। ନିର୍ବାଚନ କମିଶନର ତାଙ୍କ ଚାକିରିରୁ ନିଲମ୍ବନ ଆଦେଶ ଉଠାଇ ନେଇଛନ୍ତି। ସେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ରିପୋର୍ଟ କରିବେ ବୋଲି ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉକି, ରାଜ୍ୟ ମୁଖ୍ୟ ନିର୍ବାଚନ…