Odisha Link
Bridging the Missing Links in Odisha
Daily Archives

June 8, 2024

ଫସିବେ ଆଇପିଏସ୍ ଆଶିଷ ସିଂହ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ ନେଇଥିଲେ। ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର। ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟରେ ଉଲ୍ଲେଖ ରହିଛି ଯେ…

ନବୀନ ନିବାସରେ ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ନିର୍ବାଚନୀ ବିପର୍ଯ୍ୟୟ ପରେ ଏକାଠି ହେଲେ ବରିଷ୍ଠ ନେତା। ଆଜି ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ଦେଖିବାକୁ ମିଳିଛି। ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା ନବୀନ ନିବାସ ଅଭିମୁଖେ ଯାଉଛନ୍ତି। ସବୁଠୁ ବଡ଼କଥା ହେଲେ ବିଜେଡିର ପୋଷ୍ଟର ବୟ ଭି କାର୍ତ୍ତିକ…

ନବୀନ ନିବାସରେ ବରିଷ୍ଠ ବିଜେଡି ନେତାଙ୍କ…

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳର ନିର୍ବାଚନୀ ବିପର୍ଯ୍ୟୟ ପରେ ଏକାଠି ହେଲେ ବରିଷ୍ଠ ନେତା। ଆଜି ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ଦେଖିବାକୁ ମିଳିଛି। ଜଣଙ୍କ ପରେ ଜଣେ ବରିଷ୍ଠ ବିଜେଡି ନେତା ନବୀନ ନିବାସ ଅଭିମୁଖେ। ମିଳିଥିବା ସୂଚନା ମୁତାବକ, ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ…

ପାଣ୍ଡିଆନଙ୍କ ବିରୋଧରେ ଇଡିରେ ଅଭିଯୋଗ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଅନ୍ତ ହୋଇଛି ୨୪ ବର୍ଷର ନବୀନ ଶାସନ। ୧୦ ତାରିଖରୁ ଆରମ୍ଭ ହେବ ନୂଆ ଶାସନ। ବିଜେଡି ସରକାର ଗାଦିଚ୍ୟୁତ ହୋଇ ସାରିଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ଭି କାର୍ତ୍ତିକ ପାଣ୍ଡିଆନ ଅଡ଼ୁଆରେ। କାରଣ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦିଲ୍ଲୀରେ ଥିବା ପ୍ରବର୍ତ୍ତନ…

୧୦ରେ ବସିବ ବିଜେପି ବିଧାୟକ ଦଳ ବୈଠକ,…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ନୂଆ ସରକାର ଗଠନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେବି ଅଙ୍କକଷା ଚାଲିଛି। ଅନ୍ୟପଟେ ଆଜି ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ହେବାର ଥିଲା। ହେଲେ ଆଜି…

ଟ୍ରକକୁ ଧକ୍କା ଦେଲା ବସ୍‌, ଚାଲିଗଲା ୨…

ଓଏଲ୍‌ ବ୍ୟୁରୋ: ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ସିମେଣ୍ଟ ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ବସ୍। ଏହି ଦୁର୍ଘଟଣାରେ ୨ ଜଣଭ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ୨ ଜଣ…

ପୁଣିଥରେ ଭୁଶୁଡ଼ିଲା ବିମାନବନ୍ଦର ପାଚେରି,…

ଓଏଲ୍‌ ବ୍ୟୁରୋ: ମାଲକାନଗିରି ବିମାନବନ୍ଦର ପାଚେରି ପୁଣିଥରେ ଭୁଶୁଡ଼ିଲା। ଗତକାଲି ରାତିରେ ବର୍ଷା ପବନ ଯୋଗୁ ପାଚେରି ଭାଙ୍ଗି ପଡ଼ିଥିବା ସୂଚନା ରହିଛି। ୩୦ ମିଟର ପର୍ଯ୍ୟନ୍ତ ପାଚେରି ଭୁଶୁଡ଼ି ପଡ଼ିଥିବା ସୂଚନା ରହିଛି। ଏଥିରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ। ସବୁଠୁ ବଡ଼କଥା ହେଲା ଗତବର୍ଷ ମଧ୍ୟ ଏହି…

କିଏ ହେବ ଓଡ଼ିଶା ମୁଖିଆ, ଆଜି ବସିବ…

ଓଏଲ୍‌ ବ୍ୟୁରୋ: ପ୍ରଥମ ଥର ପାଇଁ ଓଡ଼ିଶାରେ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ନୂଆ ସରକାର ଗଠନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ତେବେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଏବେବି ଅଙ୍କକଷା ଚାଲିଛି। ଅନ୍ୟପଟେ ଆଜି ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ ବିଜେପି…

ପୁଣି ଆଲୋକିତ ହେବ ଶ୍ରୀମନ୍ଦିର ଚାରିପଟ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ବଦଳିଛି ୨୪ ବର୍ଷର ସରକାର। ବଦଳିଛନ୍ତି ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ପାଇବ ଓଡ଼ିଶା। ଏସବୁ ମଧ୍ୟରେ ରାଜ୍ୟରେ ବିଜେଡି ସରକାରବ ବଦଳିବା ପରେ ହଠାତ୍‌ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଲାଗିଥିବା ଲାଇଟ୍‌ ଖୋଲି ନେଇଗଲା ଠିକା ସଂସ୍ଥା। ଯାହାକୁ ନେଇ ସାରା ରାଜ୍ୟରେ ତର୍କ…

ଟି-୨୦ ବିଶ୍ବକପ୍‌ ୨୦୨୪: ଆଉ ଏକ…

ଓଏଲ୍‌ ବ୍ୟୁରୋ: ଚଳିତ ଟି-୨୦ ବିଶ୍ବକପ୍‌ରେ ଆଉ ଏକ ବିପର୍ଯ୍ୟୟ। ବିଶ୍ବ କ୍ରିକେଟର ଶକ୍ତିଶାଳୀ ଦଳ ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ। ବ୍ଲାକ୍‌ କ୍ୟାପ୍‌ସକୁ ୮୪ ରନରେ ହରାଇ ଇତିହାସ ରଚିଛି ଆଫଗାନିସ୍ତାନ। ମାତ୍ର ୭୫ ରନ୍‌ରେ ଅଲଆଉଟ୍‌ ହୋଇ ନ୍ୟୁଜିଲାଣ୍ଡ ଦଳ ଶୋଚନୀୟ ପରାଜୟ ବରଣ କରିଛି।…