Odisha Link
Bridging the Missing Links in Odisha
Daily Archives

June 9, 2024

ଆରମ୍ଭ ହେଲା ମୋଦି ୩.୦, ପ୍ରାୟ ୬ ଦଶନ୍ଧି…

ଓଏଲ୍‌ ବ୍ୟୁରୋ: “ମୁଁ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି, ଈଶ୍ୱରଙ୍କ ନାଁରେ ଶପଥ କରୁଛି…। ୨୦୧୪ ମେ’ ୨୬, ୨୦୧୯ ମେ’ ୩ ପରେ, ୨୦୨୪ ଜୁନ୍‌ ୯ ତାରିଖରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଏଭଳି ଢଙ୍ଗରେ ଲଗାତାର ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ପ୍ରାୟ ୬ ଦଶନ୍ଧି ପରେ,…

୧୦ ତାରିଖ ନୁହେଁ ୧୨ ତାରିଖରେ ଶପଥ ନେଇ…

ଓଏଲ୍‌ ବ୍ୟୁରୋ: ଆସିଲା ବଡ଼ ଖବର। ୧୦ ତାରିଖ ପରିବର୍ତ୍ତେ ୧୨ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି। ତେବେ ଓଡ଼ିଶା ବିଜେପି କାର୍ଯ୍ୟାଳୟ ପକ୍ଷରୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟୀକରଣ ଜାରି କରାଯାଇ ନାହିଁ। ଅନ୍ୟପଟେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ…

ରାଜନୀତିରୁ ସନ୍ନ୍ୟାସ ନେଲେ ଅଚ୍ୟୁତ…

ଓଏଲ୍‌ ବ୍ୟୁରୋ: ରାଜନୀତିରୁ ଅବସର ଘୋଷଣା କଲେ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଉଥିବା ଘୋଷଣା କରିଛନ୍ତି କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ଏଥିସହିତ ୬ ବର୍ଷର ରାଜନୈତିକ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜନୀତିରୁ…

ମୋଦିଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇବ…

ଓଏଲ୍‌ ବ୍ୟୁରୋ: ଆଜି ଲଗାତର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି। ତେବେ ଏହାପୂର୍ବରୁ ତାଙ୍କ କ୍ୟାବିନେଟ୍‌ରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ଏହାରି ଭିତରେ ଏନଡିଏ ସହଯୋଗୀ ସାଂସଦମାନଙ୍କୁ ମନ୍ତ୍ରୀ କରିବା ପାଇଁ ଫୋନ୍ କଲ୍ ଆସିବା ଆରମ୍ଭ ହୋଇଯାଇଛି।…

ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଅବଧି…

ଓଏଲ୍‌ ବ୍ୟୁରୋ: କଟକ ବଡ଼ ମେଡିକାଲରୁ ଡିସଚାର୍ଜ ହେଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଏସସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଖୋର୍ଦ୍ଧାର ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆସନ୍ତାକାଲି ଓଡ଼ିଶାର ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀ ଶପଥ…

ଆଜିଠୁ ମୋଦି ୩.୦ : ପ୍ରାୟ ୬ ଦଶନ୍ଧି ପରେ…

ଓଏଲ୍‌ ବ୍ୟୁରୋ: ଆଜି ଇତିହାସ ଲେଖିବ-ରାଷ୍ଟ୍ରପତି ଭବନର ରବିବାର ସନ୍ଧ୍ୟା। ପ୍ରାୟ ୬ ଦଶନ୍ଧି ପରେ, ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବନିବେ ଆଉ ଜଣେ ନେତା। ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ନରେନ୍ଦ୍ର ମୋଦି ବନିବେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ। ଆଜି ସନ୍ଧ୍ୟା ୭ଟା ୧୫ ମିନିଟରେ…

ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ଭିତରେ ସୁରେଶ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ପ୍ରଥମଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ମଧ୍ୟରେ ବ୍ରଜରାଜନଗରର ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀଙ୍କୁ ଦିଲ୍ଲୀ ଡାକରା ହୋଇଛି। ମିଳିଥିବା ସୂଚନା ମୁତାବକ…

ଆଜି ଭାରତ-ପାକିସ୍ତାନ ମହାଟକ୍କର, ୨୦ ମାସ…

ଓଏଲ୍‌ ବ୍ୟୁରୋ: ବହୁ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଉ ମାତ୍ର କିଛି ଘଣ୍ଟା ପରେ ବିଶ୍ବ ଦେଖିବ ମହାଲଢ଼େଇ। ଟି-୨୦ ବିଶ୍ବକପ୍‌ ୨୦୨୪ର ହାଇଭୋଲଟେଜ ମୁକାବିଲା ଆଜି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ। ୨୦ ମାସ ପରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ବିଶ୍ବକପ୍‌ରେ…