ଲେଖକଙ୍କୁ ୧୭ ଲକ୍ଷ ଟଙ୍କା ରାଜଭାଗ ଦେଲା…
ଭୁବନେଶ୍ବର: ଓଡ଼ିଶାର ପ୍ରମୁଖ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମଟେଡ୍ ପକ୍ଷରୁ ବାର୍ଷିକ ବନ୍ଧୁମିଳନ ଓ ରାଜଭାଗ ପ୍ରଦାନ ସମୋରାହ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଓଡ଼ିଆ ମିଡିଆର ପ୍ରକାଶନ ଉପକ୍ରମ ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ୪୪ ଜଣ ଲେଖକଙ୍କୁ ୧୬ ଲକ୍ଷ ୭୬ ହଜାର ୯୨୨ ଟଙ୍କାର…