Odisha Link
Bridging the Missing Links in Odisha
Daily Archives

June 17, 2024

ବଡ଼ ଖବର: ସ୍କୁଲ ଖୋଲିବା ନିଷ୍ମତ୍ତି ନେବେ…

ଓଏଲ୍‌ ବ୍ୟୁରୋ: ଆଜି ଶେଷ ହେଉଛି ଖରା ଛୁଟି। ଆସନ୍ତାକାଲିଠୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ଖୋଲିବ କି ନାଇଁ ଦ୍ବନ୍ଦ୍ବ ଲାଗି ରହିଥିଲା। ଏଥିରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ପ୍ରବଳ ଗୁଳୁଗୁଳିକୁ ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଲା। ପାଗକୁ ଦେଖି ସମ୍ପୃକ୍ତ…

ବାଲେଶ୍ବରରେ ପୁଲିସ ଉପସ୍ଥିତିରେ ଦୁଇ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ଶୂନହଟରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବାରୁ ଘଟଣା ସ୍ଥଳରେ ବ୍ୟାପକ ଭଙ୍ଗାରୁଜା ହୋଇଛି। ପୁଲିସ୍‌ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପରସ୍ପରକୁ ଢେଲା ପଥର ମାଡ଼ କରିଛନ୍ତି। ଏଥିରେ ୪ରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଏହାକୁ ନଜରରେ…

ଆଉ ସନ୍ଦେହ କରନ୍ତୁନି, ଏବେ ମିଶନ ଶକ୍ତି…

ଓଏଲ୍‌ ବ୍ୟୁରୋ: ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ବିରାମ ଲାଗିଛି। ୨୦୨୪ ନିର୍ବାଚନରେ ସଂଖ୍ୟାଗରିଷ୍ଠତା ହାସଲ କରି ବିଜେପି ରାଜ୍ୟରେ ସରକାର ଗଢ଼ିଛି। ୫ଟି ଏବଂ ମୋ’ ସରକାରକୁ ହଟାଇ ଦିଆଯାଇଥିବା ବେଳେ ଏବେ ମିଶନ ଶକ୍ତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଆଜି ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତି…

ବିଧାନସଭା ନିର୍ବାଚନ ଉପରେ ବିଜେପିର ନଜର,…

ଓଏଲ୍‌ ବ୍ୟୁରୋ: ସରିଛି ଲୋକସଭା ନିର୍ବାଚନ। କେନ୍ଦ୍ରରେ ତୃତୀୟ ଥର ପାଇଁ ଶାସନ ଗାଦିରେ ବସିଲେ ନରେନ୍ଦ୍ର ମୋଦି। ଲୋକସଭା ନିର୍ବାଚନ ସରୁ ସରୁ ଆକ୍ସନ ମୁଡରେ ଭାରତୀୟ ଜନତା ପାର୍ଟି। ଚଳିତ ବର୍ଷ ଶେଷ ଆଡ଼କୁ ଦେଶର କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ନଜରରେ ରଖି ଅଙ୍କକଷା ଆରମ୍ଭ…

ଓଡ଼ିଶା: ଅଂଶୁଘାତରେ ଗଲାଣି ୪୧ ଜୀବନ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମୌସୁମୀ ବାୟୁ ପହଁଞ୍ଚି ସାରିଥଲେ ସୁଦ୍ଧା ଏବେ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ସମଗ୍ର ଓଡ଼ିଶାରେ ମୌସୁମୀ ବାୟୁ ଛୁଇଁ ନଥିବା ବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ରାଜ୍ୟରେ ଚଳିତ ବର୍ଷ ଏଯାବତ୍ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି)…

କାଲିଠୁ ଖୋଲିବ କି ସ୍କୁଲ ? ଗଣଶିକ୍ଷା…

ଓଏଲ୍‌ ବ୍ୟୁରୋ: ଆଜି ଶେଷ ହେଉଛି ଖରା ଛୁଟି। ଆସନ୍ତାକାଲିଠୁ ରାଜ୍ୟରେ ଖୋଲିବ ସମସ୍ତ ସ୍କୁଲ। ତେବେ ଆସନ୍ତାକାଲିଠୁ ରାଜ୍ୟରେ ସକାଳୁଆ ସ୍କୁଲ ହୋଇପାରେ। ଅସହ୍ୟ ଖରା ଓ ଗୁଳୁଗୁଳି ପାଇଁ ସକାଳୁଆ ସ୍କୁଲ ହେବା ନେଇ ଗଣଶିକ୍ଷା ବିଭାଗର ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ହେଲେ ଏପର୍ଯ୍ୟନ୍ତ…

କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ସରିଛି ମନ୍ତ୍ରିମଣ୍ଡଳ ବିଭାଗ ବଣ୍ଟନ। ଆକ୍ସନ ମୁଡରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। କ୍ରୀଡା ମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ବିଭାଗର ସମୀକ୍ଷା କଲେ ସୂର୍ଯ୍ୟବଂଶୀ ସୁରଜ। କଳିଙ୍ଗ ଷ୍ଟାଡିୟମରେ ଆଜି ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସମୀକ୍ଷା ବୈଠକ ପରେ…

ପଶ୍ଚିମବଙ୍ଗ ଟ୍ରେନ୍‌ ଦୁର୍ଘଟଣା:…

ଓଏଲ୍‌ ବ୍ୟୁରୋ: ସମସ୍ତଙ୍କ ନିଦ ହଜେଇ ଦେଇଥିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣାକୁ ଏକ ବର୍ଷ ପୂରି ସାରିଛି। ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଏକ ବର୍ଷ ୧୫ ଦିନ ପରେ ଆଉ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ଆଜି ସକାଳେ…

ପଶ୍ଚିମବଙ୍ଗରେ ବଡ ଧରଣର ଟ୍ରେନ୍…

ଓଏଲ୍‌ ବ୍ୟୁରୋ: ସମସ୍ତଙ୍କ ନିଦ ହଜେଇ ଦେଇଥିଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା। ଏହି ଭୟଙ୍କର ଦୁର୍ଘଟଣାକୁ ଏକ ବର୍ଷ ପୂରି ସାରିଛି। ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଏକ ବର୍ଷ ୧୫ ଦିନ ପରେ ଆଉ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା। ଓଡ଼ିଶାର ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା। ବାହାନଗା ରେଳ…