Odisha Link
Bridging the Missing Links in Odisha
Daily Archives

June 19, 2024

ଚିଟ୍‌ଫଣ୍ଡ ମାମଲା: କ୍ଷତିଗ୍ରସ୍ତଙ୍କ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ଜମାକାରୀ କିଭଳି ଟଙ୍କା ଫେରସ୍ତ ପାଇ ପାରିବେ ସେ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗିଛନ୍ତି। ଏଥିପାଇଁ କଟକ ଓପିଆଇଡିରୁ ଅର୍ଥ ବିଭାଗ ତଥ୍ୟ ସଂଗ୍ରହ…

ବଡ଼ ଖବର: ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

ଓଏଲ୍‌ ବ୍ୟୁରୋ: ବହୁ ଅପେକ୍ଷାର ଅନ୍ତ ଘଟାଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତା ଜୁଲାଇ ୮ରେ ଖୋଲିବ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର। ରତ୍ନଭଣ୍ଡାର ବାହାର ପାର୍ଶ୍ବ କାନ୍ଥ ଲେଜର ସ୍କାନିଂ କରାଯାଇଛି। ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ। ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର କମିଟି ଗଠନ…

ନାଳନ୍ଦା ବିଶ୍ବବିଦ୍ୟାଳୟ: ୧୬୦୦ ବର୍ଷର…

ଓଏଲ୍‌ ବ୍ୟୁରୋ: ବିହାରର ରାଜଗିରରେ ଥିବା ନାଳନ୍ଦା ବିଶ୍ବବିଦ୍ୟାଳୟର ନୂତନ ପରିସରକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଭବ୍ୟ ସମାରୋହରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ୧୭ଟି ଦେଶର ରାଜଦୂତ ମଧ୍ୟ ସାମିଲ ହୋଇଥିଲେ। ବିଶ୍ବବିଦ୍ୟାଳୟର ନୂତନ ସରିସର ନାଳନ୍ଦାର ପ୍ରାଚୀନ…

ସିଏମ୍ଓରୁ ହଟିଲେ ୨୨ ଅଧିକାରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୨ ଜଣ ଓଏସଏସ ଅଧିକାରୀଙ୍କୁ ନିଜ ବିଭାଗକୁ ଅପସାରଣ କରାଯାଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।…

ସୁରମା ପାଢ଼ୀ ନୂଆ ବାଚସ୍ପତି

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ବାଚସ୍ପତି ଚୟନ ନେଇ…

ଲୋକସେବା ଭବନରେ ମନ୍ତ୍ରୀଙ୍କ ନୂଆ ଠିକଣା,…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ରାଜ୍ୟରେ ନୂଆ ସରକାର ଗଠନ ପରେ ଲୋକସେବା ଭବନରେ ମନ୍ତ୍ରୀମାନଙ୍କୁ ରୁମ୍ ଆବଣ୍ଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ମନ୍ତ୍ରୀମଣ୍ଡଳରେ ୧୫ ଜଣ…

ବିଧାୟକଙ୍କ ଶପଥ ପାଠ ଉତ୍ସବ; ନିଜ ପରିବାର…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଏସବୁ ଭିତରେ କାଲି ନବନିର୍ବାଚିତ ବିଧାୟକଙ୍କ ଶପଥପାଠ ହୋଇଥିବାବେଳେ ଆଜି ମଧ୍ୟ ଅନ୍ୟ କିଛି ନୂଆ ବିଧାୟକଙ୍କୁ ଶପଥ ପାଠ କରାଯିବ। ଏଥିପାଇଁ ନିଜ ନିଜ ପରିବାର…

ପ୍ରକାଶ ପାଇଲା ଓଏସ୍ଏସଟିଇଟି ପରୀକ୍ଷାଫଳ,…

ଓଏଲ୍‌ ବ୍ୟୁରୋ: ପ୍ରକାଶ ପାଇଲା ଓଏସ୍ଏସଟିଇଟି ପରୀକ୍ଷାଫଳ। ଓଏସ୍ଏସଟିଇଟି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ମାନେ ନିଜର ପରୀକ୍ଷାଫଳ ଓଡିଶା ବୋର୍ଡର ୱେବସାଇଟରେ ଦେଖିପାରିବେ। ରେଜଲ୍ଟ ଜାଣିବା ପାଇଁ https://results.indiaresults.com/or/bse-orissa/osstet0RESexam-result-2023/mquery.htm…

ବାଚସ୍ପତି ନିର୍ବାଚନ: ନାମାଙ୍କନ ଭରିଲେ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା। ବୈଠକରେ ବାଚସ୍ପତି ଚୟନ ନେଇ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଯୋଜନା ଓ ସଂଯୋଜନା ବିଭାଗର ଅନୁସଚିବ ବିନୋଦ ବିହାରୀ ସିଂହଙ୍କୁ…