Odisha Link
Bridging the Missing Links in Odisha
Daily Archives

June 19, 2024

ଟି-୨୦ ବିଶ୍ବକପ୍: ଆଜିଠୁ ସୁପର-୮…

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ମୋଡରେ ଟି-୨୦ ବିଶ୍ବକପ୍‌ ୨୦୨୪। ଶେଷ ହୋଇଛି ଗ୍ରୁପ୍‌ ଷ୍ଟେଜ ମୁକାବିଲା। ଆଜଠୁ ଆରମ୍ଭ ହେବ ସୁପର-୮ ମୁକାବିଲା। ଯେଉଁଥିରେ ୮ଟି ଟିମ୍‌ ଫାଇନାଲ ଟ୍ରଫି ପାଇଁ ଲଢ଼େଇ କରିବେ। ଆଜିଠୁ ସୁପର-୮ ମୁକାବିଲା ଆରମ୍ଭ ହୋଇ ଜୁନ୍‌ ୨୪ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଯେଉଁ ୪ଟି ଟିମ୍‌ ଭଲ…

ବାଲେଶ୍ୱର ସହରରେ କର୍ଫ୍ୟୁ ବଳବତ୍ତର,…

ଓଏଲ୍‌ ବ୍ୟୁରୋ: ଅଶାନ୍ତ ହୋଇପଡ଼ିଛି ବାଲେଶ୍ବର ସହର। ଏହାକୁ ନଜରରେ ରଖି ସହରରେ ଲାଗିଛି ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ବର ଏସପି ସାଗରିକା ନାଥ। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା…

ସିକ୍କିମ୍‌ରେ ଭୂସ୍ଖଳନ: ଗଲାଣି ୯ ଜୀବନ,…

ଓଏଲ୍‌ ବ୍ୟୁରୋ: ସିକ୍କିମରେ ଭୂସ୍ଖଳନ ଯୋଗୁଁ ଦେଶ ତଥା ବିଦେଶର ଅନେକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ଯାଇଥିଲେ। ଲଗାତାର ଖରାପ ପାଗ କାରଣରୁ ଫସି ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କାର୍ଯ୍ୟ ସମ୍ଭବ ନଥିଲା। କିନ୍ତୁ ଭାରତୀୟ ସେନା ପକ୍ଷରୁ ରେସ୍କ୍ୟୁ ଅପରେସନ ଜାରି…

ସ୍ୱାଭାବିକ ହେଲା ଶ୍ରୀଜିଉଙ୍କ…

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଥିବା ଜଣା ପଡିଥିଲା। ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଥିଲା ନୀତି। ବର୍ତ୍ତମାନ ତାହା ସ୍ୱାଭାବିକ ହୋଇଛି। ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ୫…

ଆସନ୍ତାକାଲି ବାଚସ୍ପତି ନିର୍ବାଚନ,…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଆଜି ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି। ବୈଠକରେ ବାଚସ୍ପତି…

ମୁକୁଳା ଡ୍ରେନ୍ ନେଲା ଜୀବନ, ସନ୍ଧ୍ୟା…

ଓଏଲ୍‌ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ଗତକାଲି ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅଭାବନୀୟ ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି। ହେଲେ ଏସବୁ ଭିତରେ ଚର୍ଚା ବଢ଼ିବାରେ ଲାଗିଛି। ଡ୍ରେନରେ ପଡ଼ି ଜଣେ ନାବାଳକର ମୃତ୍ୟକୁ ଘଟଣାରେ କିଏ ଦାୟୀ। କାହିଁକି ହେଲା ଅଘଟଣ? ସନ୍ଧ୍ୟା ସୁଦ୍ଧା ରିପୋର୍ଟ ତଲବ…

ଭୟ ବଢ଼ାଉଛି ଡିପଥେରିଆ ରୋଗ, ଆଜିଠୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟର କିଛି ଜିଲ୍ଲାରେ ଆତଙ୍କ ଖେଳାଉଛି ଡିପଥେରିଆ ରୋଗ। ସାମ୍ନାକୁ ଆସିଲା କାଶୀପୁରର ମୁନୁଷପଦରରେ ଗାଁରେ ବ୍ୟାପୀଥିବା ଅଜଣା ରୋଗରେ ମୃତ୍ୟୁର କାରଣ। ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛି ଭୁବନେଶ୍ବର ଆରଏମଆରସି। ଭୁବନେଶ୍ବର ସ୍ଥିତ ଆରଏମଆରସି ସ୍ୱତନ୍ତ୍ର…

କିଏ ହେବେ ବିରୋଧୀ ଦଳ ନେତା? ଆଜି ବିଜେଡି…

ଓଏଲ୍‌ ବ୍ୟୁରୋ: ରାଜ୍ୟର ଶାସନ ଭାର ନେଇଛି ବିଜେପି ସରକାର। ମୋହନ ସରକାର ଶାସନ ଗାଦିରେ ବସିବା ପରେ ଗତକାଲିଠୁ ଆରମ୍ଭ ହୋଇଛି ପ୍ରଥମ ବିଧାନସଭା ଅଧିବେଶନ। ଶପଥ ଗ୍ରହଣ ସମାରୋହ ଚାଲିଥିବାବେଳେ ଆଜି ବିଜେଡି ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିରୋଧୀ ଦଳ ନେତା ନିର୍ବାଚିତ ହେବେ। ବିଜେଡି ସୁପ୍ରିମୋ ନବୀନ…