Odisha Link
Bridging the Missing Links in Odisha
Daily Archives

June 20, 2024

ବାରବାଟୀକୁ ଫେରିଲା ଅନ୍ତର୍ଜାତୀୟ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। କଟକର ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ ମ୍ୟାଚ୍। ୨୦୨୫ ଫେବ୍ରୁଆରୀ ୯ରେ ତାରିଖରେ ମୁହାଁମୁହିଁ ହେବ ଭାରତ-ଇଂଲଣ୍ଡ। ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍‌ ବାରବାଟୀରେ ଖେଳାଯିବ। ଏନେଇ ଆଜି ସୂଚନା ଦେଇଛି ବିସିସିଆଇ। ଏନେଇ ମଧ୍ୟ…

ପରଲୋକରେ ଟିମ୍‌ ଇଣ୍ଡିଆର ପୂର୍ବତନ…

ଓଏଲ୍‌ ବ୍ୟୁରୋ: ଆଜି ଟି-୨୦ ବିଶ୍ବକପ୍‌ର ସୁପର-୮ ମୁକାବିଲା ଭାରତ ଖେଳିବାକୁ ଥିବା ବେଳେ ଆସିଲା ଦୁଃଖଦ ଖବର। ପରଲୋକରେ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ଡେଭିଡ ଜନସନ୍‌। ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ସେ ରହୁଥିବା କୋଠାର ଚତୁର୍ଥ ମହଲାରୁ ଡେଇଁପଡିଥିଲେ ଡେଭିଡ। ମୃତ୍ୟୁ ବେଳକୁ ତାଙ୍କୁ ୫୩…

ୟୁଜିସି ନେଟ୍ ପରୀକ୍ଷାରେ ତ୍ରୁଟି:…

ଓଏଲ୍‌ ବ୍ୟୁରୋ: ଶିକ୍ଷା ବ୍ୟବସ୍ଥାକୁ ନେଇ ଆରମ୍ଭ ହୋଇଛି ଅସନ୍ତୋଷ। କାରଣ ଗତ ୧୮ ତାରିଖରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ହୋଇଥିବା ନେଟ୍‌ ପରୀକ୍ଷାକୁ ଶିକ୍ଷା ମନ୍ତ୍ରାଳୟ ବାତିଲ୍‌ କରିଦେଇଛି। ପରୀକ୍ଷାରେ ତ୍ରୁଟି ବିଚ୍ୟୁତି ପରିଲକ୍ଷିତ ହୋଇଥିବା ନେଇ ଅଭିଯୋଗ ଆସିବା ପରେ…

ସୂଚନା ଓ ଲୋକସମ୍ପର୍କ ବିଭାଗର…

ଓଏଲ୍‌ ବ୍ୟୁରୋ: ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ, ନିର୍ଦ୍ଦେଶକ ଓ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ। ବିଭାଗରେ ଖାଲି ଥିବା ପଦବୀ ପୂରଣ ସମେତ ସାମ୍ବାଦିକଙ୍କ କଲ୍ୟାଣ ପାଇଁ ନିଆଯାଉଥିବା ପଦକ୍ଷେପ, ସାମାଜିକ ଗଣମାଧ୍ୟମ ପରି ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା…

ଦକ୍ଷିଣ ଓଡ଼ିଶାରୁ ଅଗ୍ରସର ହେଲା ମୌସୁମୀ,…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେଉଛି। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ କହିଲା ପାଣିପାଗ କେନ୍ଦ୍ର। କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

କାଲି ସକାଳୁଆ ସ୍କୁଲ, ଶନିବାରଠୁ…

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ଖରା ଛୁଟି। ଆଉ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ, ସ୍କୁଲ ଖୋଲିବାକୁ ସ୍ଥିର ହୋଇଥିଲା। ହେଲେ ତାହା ପରିବର୍ତନ କରି ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା। ଯାହା ବର୍ତ୍ତମାନ ପରିବର୍ତ୍ତନ ହୋଇଛି। ଆସନ୍ତା ୨୨ ତାରିଖରୁ ସ୍ବାଭାବିକ ଭାବେ ସ୍କୁଲ ଯିବେ ଛାତ୍ରଛାତ୍ରୀ। କେବଳ କାଲି…

ପାରିବାରିକ କଳି: ସ୍ବତନ୍ତ୍ର କୋର୍ଟରେ…

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପୂର୍ବତନ ସାଂସଦ ତଥା ଅଭିନେଟ ଅନୁଭବ ମହାନ୍ତି। ଆଜି ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଛନ୍ତି ଅଭିନେତା ଅନୁଭବ ମହାନ୍ତି। ଏହା ସହ କୋର୍ଟରେ ବେଲ ପିଟିସନ ଦାଖଲ କଲେ। ବର୍ଷାଙ୍କୁ ନିର୍ଯାତନ ମାମଲାରେ ହାଜର ହୋଇନଥିଲେ ଅନୁଭବ। ହାଜର ନହେବାରୁ ଏନବିଡବ୍ଲୁ ଜାରି କରଥିଲେ…

କାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ…

ଓଏଲ୍‌ ବ୍ୟୁରୋ: ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପାଇଁ ଶ୍ରୀବିଗ୍ରହମାନଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ଆଜି ରାତ୍ର ୧୨ ଠାରୁ ଆସନ୍ତାକାଲି ଶୁକ୍ରବାର ସକାଳ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଜୁଲାଇ ପହିଲାରୁ ଲାଗୁ ହେବ ନୂଆ ଫୌଜଦାରୀ…

ଓଏଲ୍‌ ବ୍ୟୁରୋ: ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି ୩ଟି ନୂଆ ଫୌଜଦାରୀ ଆଇନ। ବ୍ରିଟିଶ ଅମଳର ଆଇପିସି, ସିଆରପିସି ଏବଂ ଭାରତୀୟ ପ୍ରମାଣ ଆଇନ ବଦଳରେ ଏହି ନୂଆ ଆଇନ ଲାଗୁ ହେବ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଭାରତୀୟ ନ୍ୟାୟ ସଂହିତା…

ମୁକୁଳା ଡ୍ରେନ ପାଇଁ କିଏ ଦାୟୀ? ରିପୋର୍ଟ…

ଓଏଲ୍‌ ବ୍ୟୁରୋ: ମୁକୁଳା ଡ୍ରେନ ପାଲଟିଛି ମରଣଯନ୍ତା। ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଅଭାବନୀୟ ଘଟଣା ପରେ ତଦନ୍ତ ଆରମ୍ଭ ହୋଇଛି। ହେଲେ ଏସବୁ ଭିତରେ ଚର୍ଚା ବଢ଼ିବାରେ ଲାଗିଛି। ଡ୍ରେନରେ ପଡ଼ି ଜଣେ ନାବାଳକର ମୃତ୍ୟକୁ ଘଟଣାରେ କିଏ ଦାୟୀ। କାହିଁକି ହେଲା ଅଘଟଣ? ଏହା ପରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ…