ବଢ଼ିଲା ଡିପ୍ଥେରିଆ ମୃତ୍ୟୁ ସଂଖ୍ୟା,…
ଓଏଲ୍ ବ୍ୟୁରୋ: ରାଜ୍ୟର କିଛି ଜିଲ୍ଲାରେ ଆତଙ୍କ ଖେଳାଉଛି ଡିପଥେରିଆ ରୋଗ। ଡିପଥେରିଆ ରୋଗରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଚିକିତ୍ସାଧୀନ ୪ ଜଣଙ୍କ ମଧ୍ୟରୁ ଜଣେ ପିଲାର ମୃତ୍ୟୁ ଘଟିଛି। ମୃତକ ୧୦ ବର୍ଷର ବାଳକ, କୋରାପୁଟ ବନ୍ଧୁଗାଁର ବୋଲି ସୂଚନା ରହିଛି। ବ୍ରହ୍ମପୁର MKCG ମେଡିକାଲରେ ଜଣେ ଡିପଥେରିଆ…