Odisha Link
Bridging the Missing Links in Odisha

ବଢ଼ିଲା ସୁନା ଦର, କେତେ ରହିଛି ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ଅନ୍ୟପଟେ ସାମାନ୍ୟ ତଳକୁ ଖସିଛି ରୂପା ଦର। ଜୁନ୍ ୨୧ରେ ୧୦ ଗ୍ରାମ୍ ସୁନାର ମୂଲ୍ୟ ପ୍ରାୟ ୭୧,୦୦ ଟଙ୍କା ରହିଛି। ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୭୩,୨୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପିଛା ୬୭,୧୫୦ ଟଙ୍କା ରହିଛି। ଏହାସହ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୯୪,୦୦୦ ଟଙ୍କାକୁ ଖସି ଆସିଛି। ଭୁବନେଶ୍ବରରେ ସୁନା ଦର ୬୭,୧୫୦ ରହିଛି।

ଦେଶର ପ୍ରମୁଖ ସହର ଗୁଡ଼କରେ କେତେ ଅଛି ଦର ଜାଣନ୍ତୁ….

୨୨ କ୍ୟାରେଟ୍         ୨୪ କ୍ୟାରେଟ୍
ଭୁବନେଶ୍ୱର – ୬୭,୧୫୦        ୭୩,୨୫୦

ହାଇଦ୍ରାବାଦ – ୬୭,୧୫୦        ୭୩,୨୫୦

ଦିଲ୍ଲୀ- ୬୭,୩୦୦                   ୭୩,୪୦୦

ମୁମ୍ବାଇ- ୬୭,୧୫୦                ୭୩,୨୫୦

ଅହମ୍ମଦାବାଦ – ୬୭,୨୦୦      ୭୩,୩୦୦

ଚେନ୍ନାଇ – ୬୭,୮୦୦            ୭୩,୯୭୦

କୋଲକାତା – ୬୭,୧୫୦        ୭୩,୨୫୦

ଗୁରୁଗ୍ରାମ – ୬୭,୩୦୦          ୭୩,୪୦୦

ଲକ୍ଷ୍ନୌ – ୬୭,୩୦୦              ୭୩,୪୦୦

ବେଙ୍ଗାଲୁରୁ – ୬୭,୧୫୦        ୭୩,୨୫୦

 

Leave A Reply

Your email address will not be published.