Odisha Link
Bridging the Missing Links in Odisha

୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ, ବଢ଼ିବ ବର୍ଷାର ପରିମାଣ

ଓଏଲ୍‌ ବ୍ୟୁରୋ: ତାତିରୁ ମିଳିଲା ତ୍ରାହି। ଅତ୍ୟଧିକ ତାପମାତ୍ରାରେ ଅତିଷ୍ଟ ହୋଇପଡିଥିବା ରାଜ୍ୟର ଅନେକ ଅଂଚଳରେ ବର୍ଷା ହୋଇଛି। ପାଖାପାଖି ୨୪ ଜିଲ୍ଲାରେ ମୌସୁମୀ ବାୟୁ ଅଗ୍ରସର ହେଉଛି। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ କହିଲା ପାଣିପାଗ କେନ୍ଦ୍ର। କିଛି ଦିନର ଲୁଚକାଳି ଖେଳ ପରେ ଓଡ଼ିଶାରେ ଆଗକୁ ବଢୁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ପାଇଁ ପାଗ ଅନୁକୂଳ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ମୌସୁମୀ ପ୍ରଭାବରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।

Leave A Reply

Your email address will not be published.