Odisha Link
Bridging the Missing Links in Odisha

ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା, ପଦକ୍ଷେପ ନ ନେଲେ ଅନ୍ଧାରରେ ରହିବ ପିପିଲି!

ଓଏଲ୍‌ ବ୍ୟୁରୋ: ପିପିଲି ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିବା ଖବର ସାମ୍ନାକୁ ଆସିଛି। ବିଦ୍ୟୁତ୍ କାର୍ଯ୍ୟାଳୟରେ ଭଙ୍ଗାରୁଜା ସହ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ୧୦ରୁ ୧୫ ଜଣ ଆସି ଭଙ୍ଗାରୁଜା ସହ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। କାର୍ଯ୍ୟାନୁଷ୍ଠାନ ଦାବି କରି ଅଫିସ୍ ସମ୍ମୁଖରେ ବିଦ୍ୟୁତ୍ କର୍ମଚାରୀ ଧାରଣା ଦେଇଥିବାବେଳେ ପଦକ୍ଷେପ ନ ନେଲେ ସମ୍ପୂର୍ଣ୍ଣ ପିପିଲି ଅଞ୍ଚଳରେ ବିଦ୍ୟୁତ୍ କାଟ କରିବାକୁ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.